Browsing daily archive

May 17, 2020

ମେ ୩୧ ଯାଏଁ ବଢ଼ିଲା ଲକଡାଉନ ଅବଧି,ବଦଳିଲା କଟକଣା

ନୂଆଦିଲ୍ଲୀ, ୧୭/୫(ଏସଏସନିୟୁଜ) ଲକଡାଉନ ୪.୦ ୧୪ ଦିନ ପାଇଁ ଲକଡାଉନ ଅବଧି ବଢାଇବାକୁ ନ୍ୟାସନାଲ ମ୍ୟାନେଜମେଣ୍ଟ ଡ଼ିଜାଷ୍ଟର ଅଥରିଟି ନିର୍ଦ୍ଦେଶ ଦେଇଛନ୍ତି ଜ୍ଝ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ମେ ୩୧ ଯାଏଁ ସାରା ଦେଶରେ ଲକଡାଉନର ଅବଧି ବଢିଛି ଜ୍ଝ ଡ଼ିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ର ଧାରା ୬(୨) (ସ) ଅନୁଯାୟୀ ଦେଶରେ ଦେଖାଯାଇଥିବା କରୋନା ମହାମାରୀଙ୍କୁ ନେଇ ଲକଡାଉନ ଅବଧି […]

ଉଜୁଡି ଯାଇଛି ବେଉସା , ଚୁପ୍ ଏବେ ଗୁପ୍ ଚୁପ୍ ବେପାରି

ବାରଙ୍ଗ :୧୬/୫(ଏସଏସଏନ୍) କରୋନା ମହାମାରୀ ଯୋଗୁ ବିଶ୍ବ ଆଜି ଆତଙ୍କିତ । ସବୁଆଡେ ଆତଙ୍କର ବାତାବରଣ । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ୫୦ ଦିନରୁ ଉର୍ଦ୍ଧ ଦିନ ହେଲାଣି ,ଦେଶ ତମାମ ତାଲା ବନ୍ଦ ।ଏହା ଭିତରେ କେତେକ ,ନିଜର କୈାଳିକ ବୃତ୍ତି ଯେପରି ଗୁପ୍ ଚୁପ୍ , ଝାଡୁ , ବିଜଣା ଆଦି ତିଆରି କରି ବଞ୍ଚୁଥିବା ଗରିବ ଲୋକମାନଙ୍କ ବେପାର ବୁଡିଗଲାଣି ।୫୦ ରୁ ଉର୍ଦ୍ଧଦିନ ହେବ ବ୍ୟବସାୟ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି […]

ପଞ୍ଜାବରେ ମେ ୩୧ ପର୍ଯ୍ୟନ୍ତ ବଢିଲା ଲକ୍ ଡାଉନ୍

ସଂକ୍ଷେପରେ ସକାଳର ଖବର,ତାରିଖ ୧୭/୦୫/୨୦, ରବିବାର (ଆଜି ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ) ୧-ଭୁବନେଶ୍ୱର: ରାଜ୍ୟରେ ୭୩୭ ଛୁଇଁଲା ସଂକ୍ରମଣ, ସୁସ୍ଥ ହେଲେଣି ୧୯୬।ଦେଶରେ ସଂକ୍ରମଣ ୮୬ହଜାର ଛୁଇଁଲା। ୨-ଭୁବନେଶ୍ୱର:ବଢ଼ିଲା ଭ୍ୟାଟ୍, ମହଙ୍ଗା ହେଲା ପେଟ୍ରୋଲ୍ ଓ ଡିଜେଲ୍, ଭାଟ ବୃଦ୍ଧି ପରେ ପେଟ୍ରୋଲ୍ ଦର ୩ଟଙ୍କା ୧୧ ପଇସା ଏବଂ ଡିଜେଲ୍ ଦର ୧ଟଙ୍କା ୦୩ ପଇସା ବୃଦ୍ଧି ପାଇଛି। ୩-ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କରୋନା ଗାଇଡଲାଇନ୍ ଅନୁସାରେ ନବମ ଓ ଦଶମ […]

ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

ମଇ ୧୭ ତାରିଖ ୨୦୨୦ମସିହା(ରବିବାର) ,ଜ୍ୟେଷ୍ଠ –କୃଷ୍ଣପକ୍ଷ,ତିଥି -ଦଶମୀ , ଧନୁ ରାଶିର ଘାତଚନ୍ଦ୍ର ,ମେଷ ରାଶିର ଘାତବାର ,ଅଦ୍ୟ ଦଶମୀର ଏକୋଦିଷ୍ଠ ଶ୍ରାଦ୍ଧ, ଆଜିର ରାଶିଫଳ ମେଷ:- ଆଶାବାଦୀ ହୋଇପାରନ୍ତି। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ:-କାର୍ଯ୍ ୟହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। […]