Browsing daily archive

May 14, 2020

ପ୍ରବାସୀ ଶ୍ରମିକଙ୍କୁ ସୀମାରେ ପହଁଚାଉଛି ଓଡିଶା ପୋଲିସ

ଭୁବନେଶ୍ୱର.୧୪/୫(ଏସ୍‌ଏସ୍‌ନିୟୁଜ) ପାଦରେ ଚାଲିଚାଲି ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ଓଡିଶା ସୀମାରେ ପହଁଚାଇବାରେ ଓଡିଶା ପୋଲିସ ସହାୟତାର ହାତ ବଢାଇଛି ।ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡିଶା ମଧ୍ୟ ଦେଇ ସେମାନଙ୍କ ନିଜନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ ,ଛତିଶଗଡ, ଝାଡଖଣ୍ଡ ଓ ବିହାରକୁ ୍‌ଯାଉଛନ୍ତି । ରାଜ୍ୟ ସରକାରଙ୍କ ପ୍ରୟାସକ୍ରମେ ଏହି ପ୍ରବାସୀମାନଙ୍କୁ ରାଜ୍ୟସୀମାରେ ପହଂଚାଇବା ପାଇଁ ଓଡିଶା ପୋଲିସ ପକ୍ଷରୁ ବସ୍ ର ବନ୍ଦୋବସ୍ତ କରାଯାଇଛି ।ଏହି ସବୁ ବସ୍ ରାଜ୍ୟର ପ୍ରମୁଖ ସୀମା ତନଖି ଫାଟକ […]

ବାତ୍ୟାର ରୂପ ନେବ ଲଘୁଚାପ , ୧୮ରେ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର,୧୪/୫(ଏସ୍‌ଏସ୍‌ନିୟୁଜ) ଭାରତ ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଂଚଳ ରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ବର୍ତମାନ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଂଚଳରେ well marked lowର ରୂପ ନେଇଛି ଜ୍ଝ ଏହି ବଳୟ ସହ ସଂଶ୍ଲିଷ୍ଟ ଘୁର୍ଣି ବଳୟ ବାୟୁମଣ୍ଡଳ ର ଟ୍ରପୋସ୍ପିୟର ମଧ୍ୟ-ଭାଗ ପର‌୍ୟ୍ୟନ୍ତ ଲମ୍ବିଛି । ଏହିwell marked low   ଘନୀଭୂତ ହୋଇ ଆସନ୍ତା କାଲି ୧୫ ତାରିଖ ବେଳକୁ […]

କରୋନା କ୍ଷତରେ ଅର୍ଥନୀତିର ମଲମ

ସଂକ୍ଷେପରେ ସକାଳର ଖବର ,ତାରିଖ ୧୪/୦୫/୨୦, ଗୁରୁବାର ୧-ଆତ୍ମନିର୍ଭର ଭାରତ ଅଭିଯାନ’:ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ବିନା ଗ୍ୟାରେଣ୍ଟିରେ ୩ଲକ୍ଷ କୋଟିର ୠଣ ସହାୟତା। ୨-ବିଭିନ୍ନ କାର‌୍ୟ୍ୟ ନିମନ୍ତେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରୁ ୩୧୦୦ କୋଟି ଟଙ୍କା ଦେଶ ଉଦ୍ଦେଶ୍ୟରେ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ୩-କରୋନା କ୍ଷତରେ ଅର୍ଥନୀତିର ମଲମ,। ଆଉ ୩ ମାସ ଇପିଏଫ ଭରିବେ ସରକାର । ଅଗଷ୍ଟ ମାସ ଯାଏଁ ଇପିଏଫ ଜମା କରିବେ କେନ୍ଦ୍ର ସରକାର । ନଭେମ୍ବର ୩୦କୁ […]

ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

ମଇ ୧୪ ତାରିଖ ୨୦୨୦ମସିହା(ଗୁରୁବାର),ଜ୍ୟେଷ୍ଠ –କୃଷ୍ଣପକ୍ଷ,ତିଥି -ସପ୍ତମୀ ପ୍ରାତଃ ଘ୦୬/୩୨ପର‌୍ୟ୍ୟନ୍ତ ତଦନ୍ତେ ଅଷ୍ଠମୀ ,ଅଦ୍ୟ ବୃଷ ସଂକ୍ରାନ୍ତି ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଅଷ୍ଠମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ ମେଷ:ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର […]