Browsing daily archive

May 13, 2020

ପ୍ରଭୁ ସୋମନାଥ ଖେଳିଲେ ଚାପ

ବାରଙ୍ଗ,୧୩/୫(ଏସ୍‌ଏସ୍‌ନିୟୁଜ) ବାବା ସୋମନାଥମନ୍ଦିର ହେଉଛି ବାରଙ୍ଗତଥା ପଟିଆ ଅଂଚଳର ସର୍ବପୁରାତନ ପ୍ରସିଦ୍ଧ ଶୈବକ୍ଷେତ୍ର । ରାଜଧାନୀ ଉପକଣ୍ଠ ଢାଓାଗ୍ରାମରେ ଅବସ୍ଥାପିତ ଏହି ପୀଠର ପିଠାଧିଷ ହେଉଛନ୍ତି ବାବା ସୋମନାଥ ।ଏହି ପୀଠ ବହୁ ପୁରାତନ କଥାବସ୍ତୁ ସାଙ୍ଗକୁ ଅଲୈାକିକ ଘଟଣାକ୍ରମକୁ ବୁକୁରେ ଜାବୁଡି ଧରି ଦଣ୍ଡାୟମାନ । ଭକ୍ତଙ୍କ ଡାକ ଶୁଣୁଥିବା ଏହି ଦୟାଳୁ ଠାକୁରଙ୍କ ପାଖରେ ଗୁହାରିଆ ପଡିଲେ ୨୧ଦିନରେ ମନସ୍କା ମନା ପୁରଣ ସାଙ୍ଗକୁ ଅପୁତ୍ରିକକୁ ପୁତ୍ରଦାନ,ଅସାଧ୍ୟ ରୋଗ ନିରାକରଣ ଭଳି ଆର୍ଶିବାଦପ୍ରାପ୍ତି ମିଳିଥାଏ […]

ଏକାଥରକେ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୩/୫(ଏସ୍‌ଏସ୍‌ନିୟୁଜ) ରାଜ୍ୟରେ ଅଜି ଏକାଥରକେ ୧୦୧ କରୋନା ଆକ୍ରାନ୍ତ ହୋଇଥିବାର ଜଣାପଡିଛି ।ସେମାନଙ୍କ ମଧ୍ୟରେ ଗଞାମରୁ ୫୨ଜଣ,ବାଲେଶ୍ୱରରୁ ୩୩ଜଣ,ଯାଜପୁରରୁ ୭ଜଣ,ସୁନ୍ଦରଗଡରୁ ୭ଜଣ,କେନ୍ଦୁଝରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୫୩୮ରେ ପହଁଚିଛି । ସେଥିମଧ୍ୟରେ ଗଞାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦,ବାଲେଶ୍ୱରରରେ ୯୦, ଯାଜପୁରରେ ୭୧,ସୁନ୍ଦରଗଡରେ ୨୩,କେଉଁଝରରେ ଆକ୍ରନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧିପାଇିଛି ।ରାଜ୍ୟରେ ୧୧୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଲେ ୪୧୯ଜଣ ବିଭିର୍ଣ କୋଭିଡ ହସ୍‌ପିଟାଲରେ ଚିକିସ୍‌ାଧିନ ରହିଥିବାବେଳେ ୩ଜଣଙ୍କର […]

କେମିତି କଟିବ ଆଜିର ଦିନଟି ଜାଣନ୍ତୁ ?

ମଇ ୧୩ ତାରିଖ ୨୦୨୦ମସିହା(ବୁଧବାର),ଜ୍ୟେଷ୍ଠ –କୃଷ୍ଣପକ୍ଷ,ସିଂହ ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ ମେଷ-ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ-ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି […]

ନୂଆ ରୂପରେ ଲାଗୁହେବ ଲକଡାଉନ ୪. ୦

ଖବର ସକାଲର ,ତା,୧୩/୫/୨୦ବୁଧବାର ୧-ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ କରୋନା ଆକ୍ରାନ୍ତ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ ୧୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଭାଗ ପକ୍ଷରୁ ସୂଚନା । ୨-ଫି ନାହିଁ ତ ଇ-କ୍ଲାସ ନାହିଁ, ସମସ୍ତଙ୍କୁ ଇ-କ୍ଲାସ୍ର ସୁଯୋଗ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୩-ଓଡ଼ିଶା କ୍ୟାଡ଼ର IAS ଅଫିସର ମନୋଜ ଆହୁଜା ଉଈଝଋ ଅଧ୍ୟକ୍ଷ ଭାବେ ନିଯୁକ୍ତ। ୪-ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଦାନା ବାନ୍ଧୁଛି : ୪ ଦିନ ପରେ […]