Browsing daily archive

May 12, 2020

୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ:୧୨/୫ -ଭାରତରେ ଦ୍ରୁତଗତିରେ ବଢ଼ୁଥିବା ମହାମାରୀ କରୋନା ଭାଇରସ ଯୋଗୁ ଦେଶର ଅର୍ଥନୀତି ରସାତଳକୁ ଖସି ଯାଇଛି। ନିମ୍ନଗାମୀ ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଡ଼ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି।ସବୁ ବର୍ଗର ବିକାଶ ପାଇଁ ମୋଦି ଆଜି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ଭାରତର ଜିଡିପିର ୧୦%। ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ଏହି ପ୍ୟାକେଜ ଘୋଷଣା କରାଯାଇଛି। ଆତ୍ମନିର୍ଭଶୀଳ ହେବା […]

ଏକାଥରେ ସୁସ୍ଥ ହେଲେ ୩୧ ଆକ୍ରାନ୍ତ

ଭୁବନେଶ୍ୱର,୧୨/୫(ଏସ୍‌ଏସ୍‌ନିୟୁଜ) ଓଡ଼ିଶାକୁ ଆଶ୍ୱସ୍ତି, ଯାଜପୁର ପାଇଁ ଭଲ ଖବର । ଜିଲ୍ଲାରୁ ଏକାଥରେ ସୁସ୍ଥ ହେଲେ ୩୧ ଆକ୍ରାନ୍ତ, ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୧୬କୁ ବୃଦ୍ଧି ।ଓଡ଼ିଶାକୁ ଆଶ୍ୱସ୍ତି ଓ ଯାଜପୁର ପାଇଁ ଭଲ ଖବର । ଜିଲ୍ଲାରୁ ଏକାଥରେ ସୁସ୍ଥ ହେଲେ ୩୧ ଜଣ ଆକ୍ରାନ୍ତ । ଏହି ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ଯାଜପୁର ଜିଲ୍ଲାରେ ମୋଟ୍ ୩୩ ଜଣ ସୁସ୍ଥ ହୋଇଛନ୍ତି । ପୂର୍ବରୁ ଜିଲ୍ଲାରେ ୨ ଜଣ ସୁସ୍ଥ ହୋଇଥିଲେ । […]

ଖାଦ୍ୟ ବାଟିଂଲେ ଅଜିତା ମହିଳା ସଙ୍ଗଠନ

ଚନ୍ଦକା,୧୨/୫(ଏସ୍‌ଏସ୍‌ନିୟୁଜ)ଲକଡାଉନ ସମୟରେ ଗରିବ ତଥା ଅଭାବି ଲୋକମାନଙ୍କ ପାଖରେ ପହଁଚିଛି ଅଜିତା ମହିଲା ସଙ୍ଗଠନ । ଖାଲି ପହଁଚିନାହିଁ ଯଥାସମ୍ଭବ ସେମାନଙ୍କୁ ସାହାର୍ଯ୍ୟ କରିବା ସହ ମହାମାରୀ କବଳରୁ ରକ୍ଷାପାଇବା ସରାକାରଙ୍କ ନିତୀନିୟମକୁ ମାନି ଚଳିବାକୁ ମଧ୍ୟ ଦଦେଇଛି ପରାମର୍ଶ । ଏହି ପରିପେକ୍ଷୀରେ କଂଟାବାଡ ପଂଚାୟତର ଗୋଡିବାରୀ ମୁଣ୍ଡାସାହିରେ ୨୮୦ଟି ଆଦିବାସୀ ପରିବାରକୁ ସୁଖିଲାଖାଦ୍ୟ ପ୍ରଦାନ କରିଛନ୍ତିା ପ୍ରତିପରିବାରପିଛା ଚାଉଳ,ଡାଲି,ତେଲ,ଆଳୁ ଆଦି ବାଟିଂଛନ୍ତି । ରାଜ୍ୟ ସଭାନେତ୍ରୀ ମୈାସୁମି ମହାପାତ୍ରଙ୍କ ପୈାରହିତ୍ୟରେଅନୁଷ୍ଟିତ ଏହି ବଂଟନ କାର୍ଯ୍ୟକ୍ରମରେ […]

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ରେ ପହଁଚିଲା

ଭୁବନେଶ୍ୱର,୧୨/୫(ଏସ୍‌ଏସ୍‌ନିୟୁଜ) ମହାମାରୀ କରୋନା ଧିରେଧିରେ ଗୋଟିକପରେ ଗେଟିଏ ଜିଲ୍ଲାକୁ ଗ୍ରାସି ଚାଲିଛି ।ଏବେ ସୁରତ ଫେରନ୍ତା ଚିନ୍ତାଜନକ ସ୍ଥିତିକୁ ନେବାକୁ ଆରମ୍ଭ କରିଛି । ଆଜି ସକାଳେ ବାଲେଶ୍ୱରରୁ ୧୫,ବୈାଦ୍ଧରୁ ଜଣେ,ପୁରୀରୁଜଣେ,ଗଞାମରୁ୩ଜଣ,ଯାଜପୁରରୁ ୩ଜଣ କୁ ମିଶାଇ ୨୩ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଥିବାର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଗଞାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଁଚିଥିବାବେଳେ ଯାଜପୁରରେ ୬୪,ବୈାଦ୍ଧରେ୫,ପୁରୀରେ୪ରେ ସଂଖ୍ୟା ପହଁଚିଥିବାର […]

  ଜାଣନ୍ତୁ ଆଜିର ଦିନଟି କେମିତି କଟିବ?

ମଇ ୧୨ ତାରିଖ ୨୦୨୦ମସିହା(ମଙ୍ଗଳବାର)ସିଂହ ରାଶିର ଘାତଚନ୍ଦ୍ର ମକର ରାଶିର ଘାତବାର ,ଅଦ୍ୟ ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ମେଷ-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ […]

ବହଳିଆ ଡାଲିକୁ ଚିକେନ

ସଂକ୍ଷେପରେ ଖବର ଆଜିର ତାରିଖ ୧୨/୦୫/୨୦, ମଙ୍ଗଳବାର ୧-PM-CM ଆଲୋଚନା, ଲକ୍ ଡାଉନ୍ ବଢାଇବା ସପକ୍ଷରେ ୬ ରାଜ୍ୟ , ନବୀନ ଦେଲେ ୬ ଟି ପ୍ରସ୍ତାବ। ୨-କରୋନା ସଂକ୍ରମିତଙ୍କ ପାଇଁ ନୂଆ ନିୟମ, ହସପିଟାଲରୁ ଡିସଚାର୍ଜ ପରେ ଘରେ ୧୪ ଦିନ କ୍ୱାରେଣ୍ଟିନ୍ରେ ରହିବେ। ୩-ଦୂରଦର୍ଶନରେ ଚାଲିଛି ଦଶମ ଶ୍ରେଣୀ ପାଠପଢ଼ା,୧୨ଜୁନକୁ ବଢ଼ିଲା ପ୍ରସାରଣ ଅବଧି,ଦିନକୁ ଦୁଇଟି କ୍ଲାସ୍। ୪-ମେ ୨୦ ରୁ ୬୦ କେନ୍ଦ୍ରରେ ହେବ ମାଟ୍ରିକ ମୁଲ୍ୟାୟନ, ୨ଟି ସିଫ୍ଟରେ ହେବ ଖାତା […]