Browsing daily archive

May 9, 2020

କିରାଣୀ ଚଲାଉଛି ତହସିଲ କାର୍ଯ୍ୟାଳୟ

ବାଙ୍କି,୯/୫(ଏସଏସନିୟୁଜ)ମହାମାରୀ କରୋନାପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ସରକାରୀ କାର୍ଯ୍ୟାଳୟକୁ ଆବଶ୍ୟକତାକୁ ଦେଖି କମ୍‌ସଂଖ୍ୟକ କର୍ମଚାରୀମାନେ ମଧ୍ୟ ଅସୁଛନ୍ତି । ତେବେ କରୋନାର ଭୟ ସବୁଆଡେ ଘାରିଛିା ରହିଛି । ଏହାରି ଭିତରେ ଜଣେମାତ୍ର କର୍ମଚାରୀ ଡମପଡା ତହସିଲ କାର୍ଯ୍ୟାଳୟକୁ ଜଗି ରହିଥିବାର ଦେଖିବାକୁ ମିଳିଛି । ନା ଆସୁଛନ୍ତି ବଡବାବୁମାନେ ନା ତଳ କର୍ମଚାରୀ ।ଏକୁଟିଆ ରହି କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଥିବା କାର୍ଯ୍ୟ କୁ ଚଳାଇଛନ୍ତି ପ୍ରଦୀପ । ଡମପଡା […]

ମାଟ୍ରିକ୍ ଖାତା ଦେଖା ଆଜି ନିଆଯିବ ନିଷ୍ପତ୍ତି

ସଂକ୍ଷେପରେ ଆଜିର ଖବର,ତାରିଖ ୦୯/୦୫/୨୦, ଶନିବାର ୧-ଏଣିକି ୧୪ ଦିନ ନୁହେଁ, ୨୮ ଦିନକୁ ବଢ଼ିଲା ସଙ୍ଗରୋଧ ଅବଧି,ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ଓ ଘରେ ସଙ୍ଗରୋଧ ରହିବେ ୭ ଦିନ। ୨-ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟଙ୍କ ରହିତାଦେଶ, ଓଡିଶା ଆସିପାରିବେ ପ୍ରବାସୀ ଶ୍ରମିକ। ୩-ଆଜି ବୋର୍ଡର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, କେବେ ହେବ ମାଟ୍ରିକ୍ ଖାତା ଦେଖା ନିଆଯିବ ନିଷ୍ପତ୍ତି। ୪-ଶିକ୍ଷା କ୍ଷେତ୍ରରେ କରୋନା ମାଡ; କ୍ୟାରିଅରକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ […]

ପୁଣି ବଢିଲା ୧୪,ସଂଖ୍ୟା ହେଲା ୨୮୪

ଭୁବନେଶ୍ୱର ,୯/୫(ଏସଏସନିୟୁଜ)ଆଜି ସକାଳୁ ପୁଣି ୧୪ କରୋନଆକ୍ରାନ୍ତ ବଢିଛନ୍ତି ।ସେଥିମଧ୍ୟରେ ଗଞାମରୁ ୧୨ଜଣ ,ଭଦ୍ରକରୁ ଜଣେ ଓ ସୁନ୍ଦରଗଡରୁ ଜଣେ ବୋଲି ଜଣାପଡିଡଛି ।ଗଞାମରେ ଆକ୍ରାନ୍ତ ସଂଖ୍ୟା ୮୩,ଭଦ୍ରକରେ ୨୫,ସୁନ୍ଦରଗଡରେ ୧୩ଜଣ ଆକ୍ରାନ୍ତ ହୋଇଛନ୍ତି ।ଏମାନେ ସମସ୍ତେ କୋଲକତା ଓ ସୁରତ ଫେରନ୍ତା ବୋଲି ଜଣପଡଛି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୨୮୪ରେ ପହଁଚିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।

ଆଜିର ଦିନଟି ଆପଣଙ୍କ ପାଇଁ କେମିତି ଅଛି ?

ମଇ ୦୯ ତାରିଖ ୨୦୨୦ମସିହା(ଶନିବାର),ବୃଷ,ସିଂହ ଓ କନ୍ୟା ରାଶିର ଘାତବାର .ଅଦ୍ୟ ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଦ୍ବିତୀୟାର ଏକୋଦିଷ୍ଟ ଶ୍ରାଦ୍ଧ , ବୋଇତିକଖାରୁ ଦିବା ୧୦/୨୯ ଗତେ ପୋଟଳ ଭକ୍ଷଣ ନିଷେଧ                                                              ଆଜିର ରାଶିଫଳ ମେଷ: -ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ବୃଷ: […]