Browsing daily archive

May 8, 2020

ପୁଣି ଗଞାମରୁ ୨୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୮/୫(ଏସ୍‌ଏସ୍‌ନିୟୁଜ)ସୁରତ ଫେରନ୍ତା ଏବେ ଚିନ୍ତା ବଢାଇଲେଣି ।ଯାହାଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଛି । ଆଜି ଚିହ୍ନଟ ହୋଇଛନ୍ତି ୫୧ଆକ୍ରାନ୍ତ ,ସେଥିମଧ୍ୟରେ ନୁଆକରି ଆଉ ୨୪କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ହେଉଛନ୍ତି ଗଞାମ ଜିଲ୍ଲାରେ ୨୪ ନୁଆ କରୋନା ଆକ୍ରାନ୍ତ । ଫଳରେ ଗଞାମରେ କରୋନାଆକ୍ରାନ୍ତ ସଂଖ୍ୟା ୭୧କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ମୋଟ କରୋନାଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧିପାଇଛି ।ଗଞାମର ସମସ୍ତ ୨୪ କରୋନା ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବା ବେଳେ […]

ପୁଣି ୨୬ ପଜିଟିଭ,୨୪୫କୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର,୮/୫(ଏସ୍‌ଏସ୍‌ନିୟୁଜ) ମହାମାରୀ କରୋନା ଏବେ ଧରରେଧିରେ ଗୋଟିକ ପରେ ଗୋଟିକ ଜିଲ୍ଲାରେ ତାର କାୟା ବିସ୍ତାର କରିଚାଲିଛି । ଶୁକ୍ରବାର ସକାଳେ ପୁଣି ୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୬ ପଜିଟିଭ୍‌ଙ୍କ ମଧ୍ୟରେ ଗଞାମଜିଲ୍ଲାରେ ୧୯ଜଣ,କେନ୍ଦ୍ରାପଡାରେ ୫ଜଣ,ଭଦ୍ରକରେ ୨ଜଣ ଚିହ୍ନଟ ହୋଇଛନ୍ତି । ଭଦ୍ରକରେ ଚିହ୍ନଟ ହୋଇଥିବା ଏହି ଦୁଇ ଆକ୍ରାନ୍ତ ଜଣେ ଧାବନଗର ଓ ଅନ୍ୟଟି ବାସୁଦେବପୁର ବ୍ଲକର ହୋଇଥିବାବେଳେ ଉଭୟ ସୁରତ ଫେରନ୍ତା । ଗଞାମ ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ […]

ଖାକିରେ ଲାଗିଲା କଳଙ୍କର ଛିଟା

ଖବର ଆଜିର ,ତାରିଖ ୦୮/୦୫/୨୦, ଶୁକ୍ରବାର, ଆଜି ରେଡକ୍ରସ ଦିବସ ଓ ରବିନ୍ଦ୍ରନାଥ ଟାଗୋର ଜୟନ୍ତୀ । ୧-ଚଉଦ ଦିନ ବଦଳରେ ୨୧ ଦିନ କରାଯାଉ କ୍ଵାରେଣ୍ଟାଇନ ସମୟ ସୀମା : ହୃଦରୋଗ ବିଶେଷଜ୍ଞ ଡଃ କେ.ଶ୍ରୀନାଥ ରେଡ୍ଡୀ। ୨-ପ୍ରବାସୀ ଓଡ଼ିଆଙ୍କ ପାଇଁ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରଥମେ ହେବ କରୋନା ଟେଷ୍ଟ। ୩-ରଥ ନିର୍ମାଣ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍ ସିଗନାଲ୍। ଆଜି ସକାଳ ୮ଟାରୁ ରଥ ନିର୍ମାଣ […]

ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

ମଇ ୮ ତାରିଖ ୨୦୨୦ମସିହା(ଶୁକ୍ରବାର),ତିଥି -ପ୍ରତିପଦ ,ବିଛା,ଧନୁ ଓ ମୀନ ରାଶିର ଘାତବାର, ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପାଣିକଖାରୁ ଓ ବୋଇତିକଖାରୁ ଭକ୍ଷଣ ନିଷେଧ                                                           ଆଜିର ରାଶିଫଳ ମେଷ-ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷର ହଠାତ୍ ଖୋଜ ଖବର ପାଇପାରନ୍ତି। ବୃଷ-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ […]