Browsing daily archive

May 6, 2020

ରାଜ୍ୟରେ ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି

ଭୁବନେଶ୍ୱର:୬/୫(ଏସ୍ଏସଏନ୍)  ରାଜ୍ୟରେ ଏବେ ପୁଣି ନୂଆ ୫ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂଆ କରୋନା ପଜେଟିଭ ୪ ଜଣ ଜଗତସିଂହପୁର ଜିଲ୍ଲା ନାଉଗାଁର ହୋଇଥିବା ବେଳେ ଆଉ ଜଣେ କେନ୍ଦ୍ରାପଡାର ବୋଲି ସୂଚନା ମିଳିଛି । ଜଗତସିଂପୁର ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସୂଚନା ମିଳିଛି । ତେବେ ଜଗତସିଂହପୁରରେ ପ୍ରଥମ ଥର ପାଇଁ କରୋନା ଛୁଇଁଛି । ଏହି ଜିଲ୍ଲାରେ ଏକାଥରକେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି […]

ଫଟୋ ପୋଜ୍ ନୁହେଁ ଚାଲିଛି ଜନସେବା

ବାରଙ୍ଗ,୬/୫(ଏସ୍‌ଏସ୍‌ନିୟୁଜ) ଲକ୍‌ଡାଉନ ସମୟରେ ଗାଁଗହଳିରେ ତଳସ୍ତରରେ ବହୁ ରାଜନେତିକ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ସମାଜସେବୀମାନେ ଶୁଖିଲା ଓ ରନ୍ଧାଖାଦ୍ୟ ମାନ ବାଟୁଂଛନ୍ତି । ଏହି ବାଟିଂବାଭିତରେ ଫଟୋପୋଜ୍ ହିଁ ସେମାନଙ୍କପାଇଁ ସର୍ବଶ୍ୱ ପାଲଟଛି । କିନ୍ତୁ ପଂଚଶଖା ଫଟୋପୋଜକୁ ନୁହେଁ ଜନସେବାକୁ ପ୍ରାଥମିକତା ଦେଇ କାର୍ଯ୍ୟ ଆରମ୍ଭ କରିଚାଲିଛି । ପେଶା ହେଲା ଛେଟମୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିବା,ନିଶା ହେଲା ସମାଜସେବାକରିବା ।ଏହିଭଳି ମହତକାର୍ଯ୍ୟକୁ ଆପଣେଇଛନ୍ତି ପାଂଚଜଣ ଯୁବକ । ଏହି ଯୁବକମାନଙ୍କ […]

ଦ୍ୱିତୀୟ କରୋନା ରୋଗୀ ମୃତ ,ଜଣେ ଚିହ୍ନଟ

ଭୁବନେଶ୍ୱର,୬/୫(ଏସଏସନିୟୁଜ)ଜଣେ କରୋନା ଆକ୍ରାନ୍ତ ଗତକାଲି ରାତିରେ ମୃତ୍ୟୁବରଣ କରିଛନ୍ତି ।ସେ ମଧୁସୁଧନ ନଗରର ୭୭ବର୍ଷ ବ୍ୟକ୍ତି ଅଟନ୍ତି ।କିମ୍‌ସ କୋଭିଡ ହସପିଟାଲରେ ସେ ଚିକିସ୍‌।ଧିନ ଥିଲେ ।ସେ ଉଚ୍ଚରକ୍ତଚାପ,କିଡ୍‌ନି ଓ ଡାଇବେଟିସ ରୋଗ ସହ କରୋନାରେ ଆକ୍ରାନ୍ତ ଥିଲେ । ବୋଲି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।ଯାହାଫଳରେ ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୨ରେ ପହଁଚିଥିବାବେଳେ ଦୁଇଜଣ ଯାକ ଖୋର୍ଦ୍ଧା ଜିଲ୍ଲାର ଅଟନ୍ତି ।ଖୋର୍ଦ୍ଧା ଜିଲ୍ଲାରେ ମୋଟ ୪୭ଜଣ ଆକ୍ରାନ୍ତ ହୋଇଛନ୍ତିା […]

ଭୁବନେଶ୍ୱର:ଖୋଲିବନି ମଦ ଦୋକାନ

ସଂକ୍ଷେପରେ ଆଜିର ଖବର,ତାରିଖ ୦୬/୦୫/୨୦୨୦, ବୁଧବାର ୧-ସତର ଜିଲାକୁ କାଳବୈଶାଖୀ ଡ଼ର; ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା। ୨-ଗାଁରେ କରାଯାଇଥିବା ବ୍ୟାରିକେଡ୍ ହଟାଯାଉ, ନହେଲେ ହେବ କାର‌୍ୟ୍ୟାନୁଷ୍ଠାନ:ଏସଆରସି ୩-ସାଉଦୀ ଆରବରେ କାର‌୍ୟ୍ୟରତ ୨୬ ଲକ୍ଷ ଭାରତୀୟଙ୍କ ଦାନାପାଣି ସଙ୍କଟରେ। ୪-ଭୁବନେଶ୍ୱରରେ ହୋମ୍ ଓ ସରକାରୀ କ୍ୱାରେଣ୍ଟାଇନ ଆରମ୍ଭ, ରିସିଭିଂ ସେଣ୍ଟରରେ ପ୍ରବାସୀଙ୍କ ସ୍କ୍ରିନିଂ । ୫-ଛତ୍ରପୁର:ନାକେଦମ୍ କଲେଣି ସୁରତ ଫେରନ୍ତା,ସଙ୍ଗରୋଧ କେନ୍ଦ୍ରରେ ଗୋଷ୍ଠୀ ସଂଘର୍ଷ,ଚମ୍ପଟ ଘଟଣାରେ ୧୨ଜଣଙ୍କ ନାମରେ ଏତଲା। ୬-ଜୁଲାଇ ୧୮ରୁ ୨୩ମଧ୍ୟରେ […]

ଆଜିର ଦିନଟି ଆପଣଙ୍କର କେମିତି କଟିବ?

ମଇ ୦୬ ତାରିଖ ୨୦୨୦ମସିହା(ବୁଧବାର),ବୈଶାଖ -ଶୁକ୍ଳପକ୍ଷ ତିଥି -ଚତୁର୍ଦ୍ଦଶୀ ,କର୍କଟ ରାଶିର ଘାତବାର , ଅଦ୍ୟ ଚତୁର୍ଦ୍ଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ .ଆଜିର ରାଶିଫଳ ମେଷ:- ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର‌୍ୟ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ:-ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ […]