Browsing daily archive

May 4, 2020

ସନ୍ଧ୍ୟା ୭ ରୁ ସକାଳ ୭ ଘରୁ ବାହାରିବା ମନା

ଭୁବନେଶ୍ବର:୪/୫(ଏସଏସଏନ୍)ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରେ ବୁଲାବୁଲି ମନା କରାଯାଇଛି। ଲକଡାଉନ ନିୟମ ଅନୁସାରେ ଏହା କରାଯାଇଥିବା ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଆଜିଠାରୁ ଏ କଟକଣା କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି କମିଶନର କହିଛନ୍ତି।  ସାରା ଦେଶର ସମସ୍ତ ଜୋନ୍‌ରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଲୋକେ ସକାଳ ୭ରୁ ସନ୍ଧ୍ୟା ୭ ମଧ୍ୟରେ ଘରୁ ବାହାରିବା […]

ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ,୧୬୯ କୁ ବୃଦ୍ଧି

ଭୁବନେଶ୍ବର :(ଏସଏସଏନ୍) ରାଜ୍ୟରେ ପୁଣି ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ଆଉ ୬ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସଂଖ୍ୟା ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରନ୍ତମାନେ ଯାଜପୁର ଓ ଭଦ୍ରକ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାଜପୁର ଜିଲାର ୪ ଜଣ ରହିଥିବା ବେଳେ ଓ ଭଦ୍ରକ ଜିଲାର ୨ଜଣ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ୍ବେବସାଇଟରେ ସୂଚନା ଦିଆଯାଇଛି ।ଏଥିସହ ରାଜ୍ୟରେ […]

ରାଜଧାନୀବାସୀଙ୍କୁ ନିସ୍ତାର ନାହିଁ; ରେଡ଼୍ ଜୋନରେ ରହିଲା ବିଏମସି

ସଂକ୍ଷେପରେ ଆଜିର ଖବର ,ତାରିଖ ୦୪/୦୫/୨୦, ସୋମବାର ,ଆଜି ମୋହିନି ଏକାଦଶୀ ୧-ମେ ୧୭ ଯାଏଁ ସବୁ ପରୀକ୍ଷା ସ୍ଥଗିତ। ଆଜିଠୁ ହ୍ବାଟସପରେ ପାଠପଢ଼ା ଆରମ୍ଭ, ଉପକୃତ ହେବେ ୨୦ ରୁ ୨୫ଲକ୍ଷ ବିଦ୍ୟାଳୟ ଛାତ୍ରଛାତ୍ରୀ। ୨-ଭୁବନେଶ୍ୱର:ପ୍ରବାସୀ ଓଡ଼ିଆଙ୍କ ପାଇଁ ୧୦ ନୋଡାଲ ଅଧିକାରୀ ନିଯୁକ୍ତ। ୩-କ୍ବାରେନ୍ଟାଇନ ନିୟମ ଭାଙ୍ଗିଲେ ହୋଇପାରନ୍ତି ଗିରଫ , ମିଳିବନି ସରକାରୀ ସହାୟତା-ମୁଖ୍ୟ ଶାସନ ସଚିବ। ୪-ଆଜି ଠାରୁ ଡିଡି ଓଡ଼ିଆରେ ପଢ଼ିବେ ITI ଓ Diploma ଛାତ୍ରଛାତ୍ରୀ। ୫-ରାଜଧାନୀବାସୀଙ୍କୁ ନିସ୍ତାର […]

ଜାଣନ୍ତୁ ଆଜି ଦିନଟି କେମିତି କଟିବ?

ମଇ ୦୪ ତାରିଖ ୨୦୨୦ମସିହା(ସୋମବାର),ବୈଶାଖ –ଶୁକ୍ଳପକ୍ଷ, ତିଥି -ଏକାଦଶୀ ବୃଷ ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର                                                     ଆଜିର ରାଶିଫଳ ମେଷ-ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ବୃଷ-ଆଜି ଆର୍ଥିକ ସହାୟତା […]