Browsing daily archive

May 3, 2020

ଖୋର୍ଦ୍ଧା ସମେତ ୧୧ ଜିଲ୍ଲା ହେଲା ଅରେଞ ଜୋନ୍‌

ଭୁବନେଶ୍ୱର,୩/୫(ଏସ୍‌ଏସ୍‌ନିୟୁଜ)ରାଜ୍ୟସରକାରଙ୍କ ପକ୍ଷରୁ ବିଭିର୍ଣ ଜିଲ୍ଲାକୁ ଜୋନ୍ ରେ ଚିହ୍ନଟ କରାଯାଉଛି ।ଜୋନ୍ ଅନୁଯାୟୀ ଭିନ୍ନଭିନ୍ନ ଗାଇଡଲାଇନ ମଧ୍ୟ ନିର୍ଦ୍ଧାରଣ କରାଯାଇଛି ।ଏହି ପରିପେକ୍ଷୀରେ ଭୁବନେଶ୍ୱର ମହାନଗରନିଗମ ରେଡ୍ ଜୋନ୍‌ରେ ରହିଥିବାବେଲେ ଖୋର୍ଦ୍ଧାଜିଲ୍ଲାକୁ ଅରେଞ ଜୋନ୍ ଭାବେ ରାଜ୍ୟସରକାର ଘୋଷଣା କରିଛନ୍ତି । ସେହିଭଳିଭାବେ ଭଦ୍ରକ,ବାଲେଶ୍ୱର,ଯାଜପୁରକୁ ମଧ୍ୟ ରେଡ୍ ଜୋନ୍‌ଭାବେ ଘୋଷଣା କରାଯାଇଛି । ସେହିଭଳିଭାବେ ଖୋର୍ଦ୍ଧା ,ସୁନ୍ଦରଗଡ,କେନ୍ଦ୍ରାପଡା,କୋରାପୁଟ, କେଉଁଝର,ଦେବଗଡ,ଝାରସୁଗୁଡା, ବଲାଙ୍ଗିର, ଢେଙ୍କାନାଳ. କଳାହାଣ୍ଡି,ଗଞାମ କୁ ଅରେଞ ଜୋନ କରାଯାଇଥିବାବେଲେ ଅନୁଗୁଳ,ବରଗଡ, ବୈାଦ୍ଧ,ସମ୍ବଲପୁର ,ଗଜପତି, ଜଗସିଂହପୁର,କନ୍ଧମାଳ, ମାଲକାନାଗିରି,ମୟୁରଭଞ, ନବରଙ୍ଗପୁର,ନୟାଗଡ,ନୁଆପଡା, […]

ଅପରେସନ୍ ଶୁଭଯାତ୍ରା ରେ ଓଡ଼ିଶା ଆସୁଛନ୍ତି ୧୧୫୦ ପ୍ରବାସୀ ଓଡ଼ିଆ ଶ୍ରମିକ

ସଂକ୍ଷେପରେ ଖବର ଆଜିର,ତାରିଖ ୦୩/୦୫/୨୦, ରବିବାର ୧-ଭୁବନେଶ୍ୱର:ଆସନ୍ତା ସପ୍ତାହରେ ବଣ୍ଟା ହେବ ‘କାଳିଆ’ ସହାୟତା। ୨-ଗଣମାଧ୍ୟମ ପାଇଁ ପରାମର୍ଶ ଜାରି କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ,ବାହାରୁ ଆସୁଥିବା ଲୋକଙ୍କ ନିକଟକୁ ଯିବାକୁ ବାରଣ। ୩-କନ୍ଧମାଳ:କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ଜରାଶ୍ରମ ଓ ଅନାଥାଶ୍ରମରେ ବଣ୍ଟାଗଲା ଖାଦ୍ୟ ସାମଗ୍ରୀ। ୪-୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ। ୫-ଫୁଲବାଣୀ: ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍ […]

ଆଜିର ଦିନଟି କେମିତି କଟିବ?

ମଇ ୦୩ ତାରିଖ ୨୦୨୦ମସିହା(ରବିବାର),ବୈଶାଖ –ଶୁକ୍ଳପକ୍ଷ,ତିଥି -ଦଶମୀ ,ବୃଷ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ,ଅଦ୍ୟ ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ                                            ଆଜିର ରାଶିଫଳ ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ। ବୃଷ-ଶାରୀରିକ ଅସୁସ୍ଥତା ମଧ୍ୟରେ […]