ଆସିକା,୧୭/୧୧(ଏସ ଏସ ନିଉଜ) ସ୍କୁଲ ନେବା ଆଣିବା ବେଳେ ୪ ବର୍ଷର ଛାତ୍ରୀକୁ ଅସଦାଚରଣ ଅଭିଯୋଗ ହୋଇଛି। ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ବାନ୍ଧିଛି ଆସିକା ପୋଲିସ। ସ୍କୁଲରୁ ଘରକୁ ଆଣିବା ବେଳେ ରାସ୍ତାରେ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଘରେ ଛାତ୍ରୀଟି ମାକୁ ଜଣାଇବା ପରେ ଏତଲା କରିଥିଲେ ପରିବାରଲୋକ। ଏତଲା ଅନୁସାରେ ଅଭିଯୁକ୍ତ ୪୦ ବର୍ଷର ଅଟୋ ଡ୍ରାଇଭର ଗିରଫ କରିଛି ପୋଲିସ ।
ଅଟୋ ଡ୍ରାଇଭରକୁ ବାନ୍ଧିଲା ପୋଲିସ।
