ଆଜିଠୁ +୩ ନାମ ଲେଖା ଆବେଦନ

0 52

ଭୁବନେଶ୍ୱର,୩ା୬(ଏସଏସନିଉଜ)ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ +୩ ନାମ ଲେଖା ପାଇଁ ଆବେଦନ ଜୁନ୍ ୩ ଅପରାହ୍ନ ୪ଟା ରୁ ଆରମ୍ଭ ହୋଇ ଜୁନ୍ ୧୭ ପର୍ଯ୍ୟନ୍ତ ଚାଲିବ। ଛାତ୍ର ଛାତ୍ରୀ ମାନେ www.samsodisha.gov.in ୱେବସାଇଟକୁ ଯାଇ ପଞ୍ଜିକରଣ କରି ପାରିବେ।୨୫ ଜୁନ୍ ସନ୍ଧ୍ୟା ରେ ପ୍ରକାଶ ପାଇବ ପ୍ରଥମ ମେଧାତାଲିକା ଓ ୨୬ଜୁନ୍ ରୁ ପ୍ରଥମରାଉଣ୍ଡ ନାମ ଲେଖା ହେବାସୂଚନାଯୋଗ୍ୟ ଏଥର ୨ଟିପର୍ଯ୍ୟାୟରେ ନାମ ଲେଖା ହେବ।କଳା, ବିଜ୍ଞାନ, ବାଣିଜ୍ୟ ରେ ସ୍ନାତକ ନାମ ଲେଖା ସହ ୪ବର୍ଷୀୟା ଇଣ୍ଟିଗ୍ରଟେଡ ବିଇଡି ଆଦି କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.