ମନର ଭାବନା ସୁନ୍ଦର ଥିଲେ ସମଗ୍ର ବିଶ୍ବ ହିଁ ସୁନ୍ଦର ଲାଗିବ ।
ଯେତେ ଧନ ଅର୍ଜନ କଲେ କିଛି ଲାଭ ନାହିଁ, ଯଦି ବୃଦ୍ଧକାଳେ ମା-ବାପାଙ୍କର ସେବା ନ କରି ପାରିଲେ ।
ପାଣି ଯେତେ ସଫା ରହିଲେ ବି ଯଦି ପାଣି ପାତ୍ର ସଫା ନଥାଏ ସେ ପାଣିର କିଛି ମୂଲ୍ୟ ରୁହେ ନାହିଁ । ଠିକ୍ ସେହିପରି ମଣିଷ ଯେତେ ସୁନ୍ଦର ହେଇଥାଉ, ତାର ଚରିତ୍ର ଖରାପ ଥାଏ ସେ ମଣିଷର ମୂଲ୍ୟ କିଛି ରୁହେ ନାହିଁ ।ଥିଲେ ଥାଉ ପଛେ ଗୁଣ ହଜାରେ, ଚରିତ୍ର ନଥିଲେ ସବୁ ଅସାର ।
ପୃଥିବୀରେ ରହୁଥିବା ମଣିଷ ଧନ ସମ୍ପତ୍ତିକୁ ଗଣୁ ଥାଏ , କାଲି କେତେ ଥିଲା ଆଜି କେତେ ବଢିଛି ।ଆଉ ଉପରେ ବସିଥିବା ଈଶ୍ବର ହସୁ ଥାଆନ୍ତି, ଆଉ ମଣିଷର ଆୟୁଷ ଗଣୁ ଥାଆନ୍ତି, କାଲି କେତେ ଥିଲା ଆଜି କେତେ ରହିଲା । ଲୋଭରୁ ଦୂରେଇ ରୁହନ୍ତୁ,ସମାଜର ଭଲ କାମ କରନ୍ତୁ ।
କାହାକୁ ଦୁଃଖ ଦେବା ପୂର୍ବରୁ ଜାଣିରଖ ଯେ ତାର ଲୁହ ଆପଣଙ୍କ ପାଇଁ ଦୁଃଖର କାରଣ ହୋଇପାରେ ।
ଜିଭରେ କୌଣସି ହାଡ ନାହିଁ କିନ୍ତୁ ହୃଦୟ ଭାଙ୍ଗିବା ପାଇଁ ଏହା ଯଥେଷ୍ଟ ଶକ୍ତିଶାଳୀ ଅଟେ । ତେଣୁ ତୁମେ କଥାବେଳେ ସାବଧାନ ରୁହ ।
I MISS U କହିବାକୁ ତିନି SECOND ଲାଗେ କିନ୍ତୁ Miss କରିଥିବା ଲୋକ ହିଁ ଜାଣେ ସେହି ତିନୋଟି ଶବ୍ଦ କେତେ କଷ୍ଟ ଦିଏ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.! ଜୟ ଜଗନ୍ନା !
Prev Post
Next Post