ଅଖିରୁ ଝରୁଥିବା ଲୁହ ଓ ନୀରବତା ପଛରେ ଲୁଚିରହିଥିବା ଦୁଃଖ ବୁଝିପାରୁଥିବା ଭଳି ମଣିଷଟି ଯଦି ଆପଣଙ୍କ ପାଖରେ ଅଛି , ତେବେ ବୁଝିନିଅନ୍ତୁ ଆପଣ ଦୁନିଆରେ ଜଣେ ଭାଗ୍ୟବାନ ମଣିଷ ।
”ସଂଘର୍ଷ” ପ୍ରକୃତିର ଆମନ୍ତ୍ରଣ ଅଟେ ,ଯିଏ ସ୍ୱୀକାର କରିଥାଏ.ସେ ହିଁ ଆଗକୁ ବଢ଼ିଥାଏ…
ଜନ୍ମ ପୂର୍ବରୁ ଭଗବାନ ସବୁ ସମ୍ପର୍କ ଗଢ଼ି କରି ପଠାଇଥାଆନ୍ତି ହେଲେ ଦୁଇଟି ସମ୍ପର୍କ ଜନ୍ମ ପରେ ସୃଷ୍ଟି ହୁଏ ଗୋଟେ ହେଲା ” ବନ୍ଧୁତା ” ଆଉ ଗୋଟେ “ଶତୃତା” ।
କ୍ରୋଧ ଶବ୍ଦରେ ରହିବା ଉଚିତ୍ , ମନରେ ନୁହେଁ । ସେହିପରି ପ୍ରେମ କେବଳ ଶବ୍ଦରେ ନୁହେଁ , ମନରେ ମଧ୍ୟ ରହିବା ଉଚିତ୍ଓଁ ସୂର୍ଯ୍ୟ ଦେବାୟ ନମଃ,ଶୁଭ ସକାଳ,ଆଜି ରବିବାର ପ୍ରଭୁ ସୂର୍ଯ୍ୟ ଦେବତାଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ
ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରୀବାର କୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା
Prev Post
Next Post