।।ଆଦ୍ୟ ଗୁରୁବାର ମାସ ମାର୍ଗଶିର-ଲକ୍ଷ୍ମୀ ଠାକୁରାଣୀ ପୂଜା-ବିଜେ କରିଛନ୍ତି ଘରକୁ ମୋହର-ଉଡାଇବି ତାଙ୍କ ଧ୍ବଜା ଜୟମା ମହାଲକ୍ଷ୍ମୀ
”ନଇଁଯିବା ନମ୍ରତାର ପରିଚୟ ଦେଇଥାଏ , କିନ୍ତୁ ଭୁଲ ନଥାଇ ବିନା ଆବଶ୍ୟକରେ ବାରମ୍ବାର ନଇଁବାରେ ନିଜର ଆତ୍ମ ସମ୍ମାନ ମଧ୍ଯ ହାନି ହୋଇଥାଏ !!
”ସବୁବେଳେ ଶୂନ ଭଳି ହେବାକୁ ଚେଷ୍ଟା କରନ୍ତୁ କାହିଁକିନା ଶୂନ ର ତ କୌଣସି ମୂଲ୍ୟ ନଥାଏ କିନ୍ତୁ ସେ ଯାହା ସହିତ ମିଶିଯାଏ ତାହାର ମୂଲ୍ୟ ନିଶ୍ଚିତ ବଢ଼ାଇ ଦେଇଥାଏ !!
”ମନର ଭାବନା ଯଦି ସୁନ୍ଦର ଆଉ ଉଚ୍ଚକୋଟିର ପୂବ ତାହେଲେ ସମଗ୍ର ବିଶ୍ବ ମଧ୍ୟ ସୁନ୍ଦର ଲାଗିବ !!
”ବଡ଼ ବିଚିତ୍ର ଏ ଦୁନିଆ କିଛି ସମ୍ପର୍କ ଏଠି ଭଡାଘର ପରି ହୋଇଥାଏ , ତାକୁ ଯେତେ ଯତ୍ନର ସହ ସଜାଡ଼ିଲେ ମଧ୍ୟ ସେ କେବେ ନିଜର ହୋଇପାରି ନଥାଏ !!
”ମିଥ୍ୟାରୋପ ଶୁଣିବା ନିଶ୍ଚୟ କଷ୍ଟଦାୟକ , କିନ୍ତୁ ସତ୍ୟତା ପ୍ରମାଣିତ ହେବା ଯାଏଁ ଧର୍ଯ୍ୟର ସହିତ ଉପଯୁକ୍ତ ସମୟକୁ ଅପେକ୍ଷା କରିବା ଉଚିତ୍ !!
ଆମେ ଟିକେ ଟିକେ ଦୁଃଖରେ ଭାଙ୍ଗି ପଡୁ କିନ୍ତୁ ଏହା ଭୁଲି ଯାଉ ଯେ ସ୍ବୟଂ ଭଗବାନଙ୍କୁ ମଧ୍ୟ ବନବାସ ଦୁଃଖ ସହିବାକୁ ପଡିଥିଲା କାରଣ ଏ ଦୁନିଆରେ ଜନ୍ମ ନେଲେ ଦୁଃଖ ସୁଖ ଉଭୟ ଭୋଗିବାକୁ ପଡିଥାଏ ।
ଯେ କୌଣସି ପରିସ୍ଥିତି ସହିତ ନିଜକୁ ଖାପ ଖୁଆଇବାର କଳା ଯେଉଁ ବ୍ୟକ୍ତି ହାସଲ କରି ପାରିଛି, ସେହି ବ୍ୟକ୍ତି ହିଁ ଜୀବନରେ କେବେହେଲେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନାହିଁ ।
ଜୀବନରେ ଜୀଇଁବାକୁ ହେଲେ ଖରା, ବର୍ଷା, ଶୀତ ସବୁ ସହିବାକୁ ପଡିବ । ତେଣୁକରି ତ କଥାରେ ଅଛି ଯେଉଁ ଗଛ ଛାଇ ତଳେ ରହିଯାଏ, ସେହି ଗଛ ଜମାରୁ ଭଲରେ ବଢିପାରେ ନାହିଁ ।
ସତରେ…ଆମ ଓଡ଼ିଆ ପୁଅଙ୍କ Style-ଆଉ-ଆମ ଓଡ଼ିଆ ଝିଅଙ୍କ Smile
ଏ ପୃଥିବୀ ପୃଷ୍ଠରେ ଆଉ କୋଉଠି ଖୋଜିଲେ ବି ମିଳିବନି ।
ଶରୀର ର କଷ୍ଟ ସହିବାକୁ ଭଗବାନ୍ ଦେହରେ ଯଥେଷ୍ଟ ଶକ୍ତି ଦେଇଛନ୍ତି କିନ୍ତୁ ଛାତି ତଳ ର କଷ୍ଟ ସହିବାକୁ କେବଳ ଆଖିରେ ଦୁଇଟୋପା ଲୁହ ହିଁ ଦେଇଛନ୍ତି ।
ଅନ୍ୟ ଜଣଙ୍କ ଜୀବନରେ ତୁମର ସ୍ଥାନ କେଉଁଠି ଜାଣି ରଖିବା ନିହାତି ଜରୁରୀ । ନଚେତ୍ ପରବର୍ତ୍ତୀ ସମୟରେ ତୁମେ ଆଶା କରୁଥିବା ସ୍ଥାନ ନମିଳିବା, ବହୁତ ଯନ୍ତ୍ରଣା ଦାୟକ ହୋଇଥାଏ ।
ସବୁ ଜିନିଷର ମୂଲ୍ୟ Time ଆସିଲେ ଜଣାପଡ଼ିଥାଏ ଏଇ ଯେମିତି Oxygen , ସବୁଦିନ Free ରେ ମିଳିଯାଏ ତ କେହି ତାର Value ବୁଝନ୍ତି ନାହିଁ , ହେଲେ Value ତ ସେତେବେଳେ ବୁଝନ୍ତି ଯେତେବେଳେ Hospital Bed ରେ Oxygen ମହଙ୍ଗା ପଡିଥାଏ ।
ଆଜିର ନୀତିବାଣୀ
”ଯେଉଁମାନେ ଆପଣଙ୍କୁ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଭୁଲନ୍ତୁ ନାହିଁ | ଯେଉଁମାନେ ତୁମକୁ ଭଲ ପାଆନ୍ତି ସେମାନଙ୍କୁ ଘୃଣା କର ନାହିଁ | ଯେଉଁମାନେ ତୁମକୁ ବିଶ୍ୱାସ କରନ୍ତି ସେମାନଙ୍କୁ ପ୍ରତାରଣା କର ନାହିଁ !!
”ବୃଥା ଶବ୍ଦରେ ତୁମର ଶକ୍ତି ନଷ୍ଟ ନକରି ନୀରବରେ ଧ୍ୟାନ କର | ମାନସିକତାକୁ ଏକତ୍ର କର ଏବଂ ଏକ ଆଧ୍ୟାତ୍ମିକ ଶକ୍ତି ଯନ୍ତ୍ରରେ ପରିଣତ ହୁଅ !!
”ସାହସୀ ହୁଅ। ଆତ୍ମବିଶ୍ୱାସ ସହିତ କାମ କର | ମଣିଷ କେବଳ ଥରେ ମରିଯାଏ | ଭୟଭୀତ ଓ ଭୟଭୀତ ବ୍ୟକ୍ତିମାନେ ପ୍ରତିଦିନ ମୋରୁଥିବେ !!
”ଯଦି ମନୁଷ୍ୟ ମହାନ ହେବାକୁ ଚାହେ, ତେବେ ସେ ଅନେକ କଠୋର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋବାକୁ ପଢେ !!
”ଯଦି ଆପଣ ଗ୍ରହଣୀୟ ଆଦର୍ଶ ଅଭ୍ୟାସ କରିବାକୁ ଚେଷ୍ଟା କରିବାରେ ହଜାର ଥର ବିଫଳ ହେଲେ ମଧ୍ୟ, ପୁନର୍ବାର ଚେଷ୍ଟା କରନ୍ତୁ !
ଆଜିର ସୁବିଚାର
”ଯୋଗ୍ୟତା ମଣିଷ ର ବେଶ ପୋଷାକ କିମ୍ବା ସୌନ୍ଦର୍ଯ୍ୟ ବା ସୁନ୍ଦର ରୂପ ରେ ନଥାଏ ଯୋଗ୍ୟତା ଥାଏ ମଣିଷ ର କଥାକହିବା ଶୈଳୀ ଓ ବ୍ୟବହାର ରେ !!”
”ଦିଆସିଲି ଅନ୍ୟ କାହାରିକୁ ଜଳାଇବା ପୂର୍ବରୁ ପ୍ରଥମେ ନିଜକୁ ଜାଳି ଥାଏ .. ସେହି ଭଳି ରାଗ ମଧ୍ୟ ଦିଆସିଲି ଭଳି .. ରାଗ ଅନ୍ୟକୁ ବରବାଦ କରିବା ପୂର୍ବରୁ ପ୍ରଥମେ ନିଜକୁ ବରବାଦ କରିଥାଏ !!
”ଭଗବାନଙ୍କ ଲୀଳା ବଡ଼ବିଚିତ୍ର , କୋଇଲିକୁ କଣ୍ଠ ଦେଲେ ରୂପ ଦେଲେନି , ମୟୂରକୁ ରୂପଦେଲେ ଇଛା ଦେଲେନି , ମନୁଷ୍ୟକୁ ଇଚ୍ଛାଦେଲେ ସନ୍ତୋଷ ଦେଲେନି , ସାଧୁକୁ ସନ୍ତୋଷ ଦେଲେ ସଂସାର ଦେଲେନି , ସଂସାରରେ କେହି ପୂର୍ଣ୍ଣ ନୁହେଁ , କେବେଳ ଭଗବାନ ହିଁ ପୂର୍ଣ୍ଣ !!
ଏହି ତିନି ପ୍ରକାର ମଣିଷର ଅହଙ୍କାର ବେଶି୧ — ବେଶି ଶିଖୁତ ହେଲେ୨ — ବେଶି ସୁନ୍ଦର ହେଲେ”୩ —- ହଟାତ୍ ବଡ଼ ଲୋକ ହେଲେ … !!
ଓଁ ମା ମହାଲକ୍ଷ୍ମୀ ନମଃ
ଶୁଭ ସକାଳ,ଆଜି ଗୁରୁବାର ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ
ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ
ଏତିକି ଗୁହାରି ଶୁଣିବ ମୋହରି-କୃପାଦୃଷ୍ଟି ରଖିଥିବ-ଧନଧାନ୍ୟେ ଘର ପୁରିଉଠୁ ମୋର-ସ୍ୟୈଭାଗ୍ୟ ବର୍ଦ୍ଧନ ହେବ ।
ଜୟମା ମହାଲକ୍ଷ୍ମୀ,ଜୟ ଜଗନ୍ନାଥ,ଜୟ ସୋମନାଥ