ଶୋଇବା ପୁର୍ବରୁ ଆପଣ କାହାକୁ ଜଣଙ୍କର ଗୋଟିଏ ଭୁଲକୁ କ୍ଷମା କରିବାର ବଡପଣ ଦେଖାନ୍ତୁ, ଭଗବାନ ଆପଣ ଉଠିବା ପୁର୍ବରୁ ଆପଣଙ୍କ ୧୦୦ଟି ଭୁଲ୍ କୁ କ୍ଷମା କରିବା ପାଇଁ ଉଦାରତା ଅବଶ୍ୟ ଦେଖାଇବେ ।
ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନରେ ଏମିତି କିଛି ପ୍ରଶ୍ନ ଥାଏ, ଯାହାର ଉତ୍ତର କେବେବି ମିଳେନା “ଆଉ”ଏମିତି କିଛି ଭୁଲ୍ ଥାଏ ଯାହା କୁ କି ସୁଧାରି ହୁଏନା ଆଉ ଏମିତି କିଛି କଷ୍ଟ ଥାଏ ଯାହା କାହାକୁ କହି ହୁଏନା ।
ଯେଉଁ କାର୍ଯ୍ୟ କଲେ ଭୟ ଜାତ ହୁଏ, ସେ କର୍ମ କରିବା ଉଚିତ୍ ନୁହେଁ ।ଏହା ଦ୍ଵାରା ମନରେ ଅଶାନ୍ତି ଆସେ,ଏହା ମନୂଷ୍ଯୋଚିତ୍ତ ନୁହେଁ ।ଏହା ଦାନବୀୟ କର୍ମ ଅଟେ ।
ଦୁନିଆରେ ସବୁଠାରୁ ଦାମୀ ଜିନିଷ ହେଲା “ବିଶ୍ବାସ” ଯାହା ଅର୍ଜନ କରିବାକୁ ବର୍ଷ ପରେ ବର୍ଷ ଲାଗିଯାଏ କିନ୍ତୁ ହରେଇବାକୁ ଗୋଟେ Second ମଧ୍ୟ ଲାଗେନା ।
ଭଲ ପାଇଁ ଭଲ କରିବା ଠିକ୍, କିନ୍ତୁ ଖରାପ ପାଇଁ କେବେ ଖରାପ ହୁଅନ୍ତୁନି ।କାରଣ ଆପଣ ପାଣି ରେ ରକ୍ତ କୁ ସଫା କରିପାରିବେ, କିନ୍ତୁ ରକ୍ତ ରେ ରକ୍ତ କୁ କେବେନୁହେଁ
ସୁଖ ସେମାନଙ୍କୁ ମିଳିନଥାଏ ଯେଉଁମାନେ ନିଜ ସର୍ତ୍ତ ରେ ଜିତିଥାଆନ୍ତି, ପ୍ରକୃତ ରେ ସୁଖ ତ ସେମାନଙ୍କୁ ହିଁ ମିଳିଥାଏ ଯେଉଁମାନେ ଅନ୍ୟର ଖୁସି ପାଇଁ ନିଜ ଜୀବନ ର ସର୍ତ୍ତ କୁ ବଦଳାଇ ଦେଇଥାନ୍ତି ।
ଭୁଲ୍ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ୍ କରିନାହିଁ;ତା’ମାନେ ସେ କେବେ ଚେଷ୍ଟା ହିଁ କରିନାହିଁ ।ସମୟ ଚକଟି ଅବିରତ ଘୁରେ,ନିୟତିର ଏହି ନୀତି,ପ୍ରକୃତିର ଖେଳ ଯିଏ ନ ବୁଝିଛି,ତା ପାଇଁ ମହାବିପତ୍ତି l
ପାଣିର ସ୍ବାଦ ସେତେବେଳେ ଜଣା ପଡେ,ଯେତେବେଳେ ଆପଣ ଶୋଷିଲା ଥାଆନ୍ତି ।ଠିକ୍ ସେହିପରି ମଣିଷର ପ୍ରେମ ଆଉ ଗୁରୁତ୍ୱ ସେତେବେଳେ ଜଣା ପଡେଯେତେବେଳେ ଆପଣ ଏକୁଟିଆ ଥାଆନ୍ତି ।
କାହାଠାରୁ ପ୍ରତିଶୋଧ ନୁହେଁ,,,,କ୍ଷମା ଦେବାର ଭାବନା ହୃଦୟରେ ରଖନ୍ତୁ,,,,”ଖୁସି ” ଆପଣଙ୍କ ପାଖରେ ହାର୍ ମାନିବ,,,,,।
ସମୟ ଏବଂ ଶିକ୍ଷାର ସଠିକ୍ ଉପଯୋଗ ହିଁ ମଣିଷକୁ Success କରି ଗଢି ତୋଳିଥାଏ ।
ଆଜିର ନୀତିବାଣୀ
”ଧୈର୍ଯ୍ୟ ସର୍ବଦା ତିକ୍ତ ଅଟେ | କିନ୍ତୁ ଫଳାଫଳ ସବୁବେଳେ ମିଠା ହୋଇଥାଏ !!
”ଜୀବନର ଆହ୍ୱାନର ସମ୍ମୁଖୀନ ହୁଅ .. ଯଦି ତୁମେ ଜିତିବ ତୁମେ ଜଣେ ବିଜେତା ହେବ | ଯଦି ତୁମେ ହାରିବ, ତୁମେ ଜଣେ ନିର୍ଦ୍ଦେଶକ ହେବ !!
”କଦାପି ଆତ୍ମବିଶ୍ୱାସ ହରାନ୍ତୁ ନାହିଁ | ଆପଣ ଏହି ବ୍ରହ୍ମାଣ୍ଡରେ କିଛିଭୀ ହାସଲ କରିପାରିବେ | କଦାପି ଦୁର୍ବଳତାର ଶିକାର ହୁଅନ୍ତୁ ନାହିଁ | ସମସ୍ତ ଶକ୍ତି ତୁମର ଅଟେ
”ଯେଉଁ ବ୍ୟକ୍ତି ନିଜକୁ ଘୃଣା କରିବାକୁ ଆରମ୍ଭ କରେ, ସେ ନିଶ୍ଚୟ ପତନ ହେବୋ
”ଧର୍ମର ମୂଳ ହେଉଛି ପବିତ୍ର ହେବା ଏବଂ ଅନ୍ୟମାନଙ୍କୁ ଭଲ କରିବା !!
ଆଜିର ସୁବିଚାର
”ଯେବେ ଭାଗ୍ୟ ଓ ପରିସ୍ଥିତି ଖରାପ ଥାଏ , ସେତେବେଳେ , ବହୁତ କିଛି ସହିବାକୁ ଓ ଶୁଣି ବାକୁ ପଡିଥାଏ …….. !!”
”ଜୀବନରେ କିଛି ହୁଅ କି ନ ହୁଅ ବୃଦ୍ଧ କାଳରେ ବାପା ମା ଙ୍କ ସାହାରା ନିଶ୍ଚିତ ହୁଅ !!
”ସମ୍ପର୍କ ରକ୍ତରେ ନ ଥାଏ ସମ୍ପର୍କ ବିଶ୍ବାସରେ ଥାଏ ଯଦି ବିଶ୍ବାସ ରହିଥାଏ ତେବେ ପର ନିଜର ହୁଏ ଆଉ ଯଦି ବିଶ୍ବାସ ନ ଥାଏ ନିଜ ରକ୍ତ ବି ପର ହୋଇଯାଏ !!
”ମଣିଷ ଶବକୁ ହୋଇଯାଏ ଛୁଇଁ ଦେଲେ ନର ଅପବିତ୍ର । ଅନ୍ୟ ଶବ ମାଂସ ରାନ୍ଧିକରି ଖାଏ ବିଧାନ ବଡ଼ ବିଚିତ୍ର ।ମଣିଷ ମରିଲେ ଶବ ହେଲା ବୋଲି ଘରୁ କରନ୍ତି ବାହାର । ପଶୁପକ୍ଷୀ ଶବ ନିଜ ଘରେ ଆଣି ରାନ୍ଧି କରନ୍ତି ଆହାର !!
”ସମୟ ହିଁ ଦେଖେଇ ଦେଲା ସମସ୍ତଙ୍କ ଅସଲି ଚେହେରା ନଚେତ ମୁଁ ତ ସମସ୍ତଙ୍କୁ ନିଜର ବୋଲି ଭାବୁଥୁଲି … !!
ପକ୍ଷୀ ମାନଙ୍କଠାରୁ ଶିଖିବା…
୧. ରାତିରେ କିଛି ଖାଇନଥାନ୍ତି।୨. ରାତିରେ ବୁଲି ନଥାନ୍ତି।୩. ନିଜ ଛୁଆଙ୍କୁ ଠିକ ସମୟରେ ଖୁଆଇଥାନ୍ତି।୪. ଠେସି ଠାସି କେବେ ଖାଇ ନଥାନ୍ତି।୫. ସଂଗ୍ରହ କରି ରଖିନଥାନ୍ତି।୬. ରାତି ହେବାମାତ୍ରେ ଶୋଇଯାନ୍ତି।୭. ସକାଳୁ ଶୀଘ୍ର ଉଠିପଡନ୍ତି।୮. ନିଜ ଆହାର କେବେ ବଦଳାଇ ନଥାନ୍ତି।୯. ନିଜ ଶରୀର ଦ୍ୱାରା ସତତ କାମ ନେଇଥାନ୍ତି।୧୦. ରାତି ବ୍ୟତୀତ ଅନ୍ୟ ସମୟରେ ଆରାମ କରିନଥାନ୍ତି।୧୧. ରୋଗ ହେବା ମାତ୍ରେ ଖାଇବା ଛାଡ଼ିଦେଇଥାନ୍ତି, ସେତେବେଳେ ଖାଇଥାନ୍ତି ଯେତେବେଳେ ଠିକ ହୋଇଥାନ୍ତି।୧୨. ନିଜ ଛୁଆଙ୍କୁ ଭରପୁର ସ୍ନେହ ଦିଅନ୍ତି।୧୩.ପରିଶ୍ରମୀ ହୋଇଥିବା କାରଣରୁ ହୃଦୟ,କିଡନୀ, ଲିଭର ରୋଗ ହୋଇନଥାଏ।୧୪. ପ୍ରକୃତିରୁ ସେତିକି ନେଇଥାନ୍ତି ଯେତିକି ଆବଶ୍ୟକ।୧୫. ନିଜ ଘର ପର୍ଯ୍ୟାବରଣ ଅନୁକୂଳ ତିଆରି କରିଥାନ୍ତି।୧୬.
ନିଜ ଭାଷା ଛାଡି ଅନ୍ୟ ଭାଷା କହିନଥାନ୍ତି।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!
ଜୟ ଜଗନ୍ନାଥ
ଜୟ ଶ୍ରୀ ରାମ
ଶୁଭ ସକାଳଆଜି ମଙ୍ଗଳବାର ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ