୦୧. ସୁଖ ଚାହୁଁଛତ ରାତିରେ ଅନିଦ୍ରା ରହିବ ନାହିଁ।
୦୨.ଶାନ୍ତି ଚାହୁଁଛ ତ ଦିନରେ ଶୋଇବ ନାହିଁ ।
୦୩.ସମ୍ମାନ ଚାହୁଁଛତ କେବେ କାହାକୁ କଟୁକଥା କହିବ ନାହିଁ।
୦୪.ଭଲପାଇବା ଚାହୁଁଛ ତ ନିଜ ଲୋକଙ୍କୁ କେବେ ପାଖରୁ ଅଲଗା କରିବ ନାହିଁ
୦୫.ଲୁଣଭଳି କଡା ଜ୍ଞାନ ଦେଉଥିବା ବ୍ୟକ୍ତି ହିଁ ପକୃତ ବନ୍ଧୁ। କାରଣ ଇତିହାସ ସାକ୍ଷୀ ଅଛି ଲୁଣରେ ଆଜି ଯାଏ କେବେ ପୋକ ପଡିନାହିଁ l
୦୬.ବାହାର ଦୁନିଆ ଯାହା ଦିଶୁଛି ତାହା ଜୀବନ ନୁହେଁ । ନିଜ ଘରର ପରିସ୍ଥିତି ଅନୁଯାୟୀ ବଞ୍ଚିବାକୁ ହିଁ ଜୀବନ କୁହାଯାଏ ।
୦୭. ନିଜକୁ ଅନ୍ୟମାନଙ୍କ ସହିତ ତୁଳନା ନ କରି ବଞ୍ଚିବା ଶିଖନ୍ତୁ,କାରଣ ଏଦୁନିଆରେ ଜନ୍ମ ନେଇଥିବା ପ୍ରତ୍ୟେକ ଲୋକଙ୍କ କାର୍ଯ୍ୟ ଏବଂ ମହତ୍ବ ଅଲଗା ଅଲଗା ହୋଇଥାଏ।
୦୮.ବିନୟ, ଭଲଗୁଣ ଓ ସତ୍ୟର ସମଷ୍ଟିକୁ ସଦଗୁଣ ବୋଲି କୁହାଯାଏ – ଏହି ତିନି ସ୍ତମ୍ଭରୁହିଁ ବ୍ଯକ୍ତିର ଉତ୍ତମ ପରିଚୟ ମିଳିଥାଏ।
୦୯.ସଦଗୁଣ ହିଁ ମନୁଷ୍ୟର ଜୀବନ ଶୈଳୀକୁ ଶତଗୁଣ ବୃଦ୍ଧି କରିଥାଏ ।
୧୦. ଜ୍ଞାନୀ ଗୁଣି ବ୍ୟକ୍ତି କଦାପି ମନୁଷ୍ଯର ରୂପକୁ ଦେଖି ମୁଗ୍ଧ ହୁଅନ୍ତି ନାହିଁ । ପ୍ରତ୍ୟେକଟି ବ୍ୟବାହାର ଏବଂ କାର୍ଯ୍ୟକୁ ବିଷ୍ଲେଷଣ କରି ମନୁଷ୍ୟକୁ ବିଚାର କରନ୍ତି ।
ଅତୀତ ରହିଛି ବହୁତ ପଛରେ ଘଡିସନ୍ଧି ବର୍ତ୍ତମାନ ଭବିଷ୍ୟତ ଅବା କିଏ ବା ଦେଖିଛି ସୃଷ୍ଟିର ଆବର୍ତ୍ତନ ।
ଯଦି ଆମର ଜନ୍ମ ଏତେ ସରଳ ହୋଇଥାନ୍ତା ତାହେଲେ ଆମେ ଜନ୍ମ ସମୟରେ କାନ୍ଦି କାନ୍ଦି ଧରା ପୃଷ୍ଟକୁ ଆସି ନଥାନ୍ତେ. ଧରାପୃଷ୍ଟ ଏତେବି ଖରାପ ନୁହଁ ଯେତେବେଳେ ଆମର ମୃତ୍ୟୁ ହୁଏ ଆମ ପଛରେ ଅନେକ ଲୋକ କାନ୍ଦି ନଥାନ୍ତେ. ତେଣୁ ଜୀବନ ଖରାପ ଓ ଭଲର ମୂଲ୍ୟାଙ୍କନ ନକରି ଧରା ପୃଷ୍ଠରେ ପ୍ରତ୍ୟେକ କ୍ଷଣ ଖୁସି ଓ ଆନନ୍ଦରେ କଟେଇବା ଆବଶ୍ୟକ l
ମିଛ ଲୁଚେଇଲେ ଲୁଚି ଯାଏ କିନ୍ତୁ ସତ ନୁହେଁ।
ସିଂହ ଏବଂ ହରିଣର Race ରେ ବହୁତ ସମୟରେ ହରିଣ ଜିତେ, କାରଣ ସିଂହ ଦୌଡେ ଖାଦ୍ୟ ପାଇଁ ଏବଂ ହରିଣ ଦୌଡେ ଜୀବନ ପାଇଁ “ଉଦ୍ଦେଶ୍ୟ ଆବଶ୍ୟକତା ଠାରୁ ଅଧିକ ଜରୁରୀ” ।
ଓଁ ଜୟ ବାଲାଜୀ ନମଃ
ଶୁଭ ସକାଳ, ଆଜି ରବିବାର ପ୍ରଭୁ ବାଲାଜୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ
ପ୍ରଭୁ ବାଲାଜୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ