ଆଉ ମାଆଙ୍କ ଭଲପାଇବା ଭିତରେ ଫରକ କ’ଣ ଜାଣିଛ,,,, ମାଆଙ୍କ ଭଲ ପାଇବା ସବୁବେଳେ ଦେଖିହୁଏ କିନ୍ତୁ ବାପାଙ୍କ ଭଲପାଇବା ଦେଖିହୁଏନାହିଁ କେବଳ ଅନୁଭବ କରିହୁଏ,,,,।
ଲାତ ମାରିବାର ଅଭ୍ୟାସ ତ ସନ୍ତାନ ମାନଙ୍କର ମାଆ ପେଟରୁ ହିଁ ଅଛି, ଫରକ ଖାଲି ଏତିକି… ପେଟରେ ଲାତ ଖାଇଲା ବେଳେ ବାପା ମାଆଙ୍କର ଖୁସିର ସୀମା ରୁହେନି ଆଉ ବାର୍ଦ୍ଧକ୍ୟ ଅବସ୍ଥାରେ ଲାତ ଖାଇଲେ ଆଖିରୁ ଲୁହ ଶୁଖେନି ।
ଦୁଃଖ ସହିବା ବାଲା ଆଗକୁ ସୁଖୀ ହୋଇପାରେ କିନ୍ତୁ ଯିଏ ଦୁଃଖ ଦିଏ ସିଏ କେବେ ବି ସୁଖୀ ହୋଇପାରିବ ନାହିଁ ।
କାହାକୁ ଖରାପ କହିବା ଆଗରୁ ଟିକେ ଭାବିନିଅ ତୁମେ ନିଜେ କେତେ ଭଲ ।
”ଜୀବନରେ No କହିବା ଶିଖ, ସମସ୍ତଙ୍କୁ ଖୁସି କରିବା ପାଇଁ ସବୁ କଥାରେ Yes – Yes କରିବେ, ଲୋକମାନେ ଫାଇଦା ନେବା ଆରମ୍ଭ କରିବେ ।
ବାପାଙ୍କ ଭଲପାଇବା ଆଉ ମାଆଙ୍କ ଭଲପାଇବା ଭିତରେ ଫରକ କ’ଣ ଜାଣିଛ,,,,
ମାଆଙ୍କ ଭଲ ପାଇବା ସବୁବେଳେ ଦେଖିହୁଏ କିନ୍ତୁ ବାପାଙ୍କ ଭଲପାଇବା ଦେଖିହୁଏନାହିଁ କେବଳ ଅନୁଭବ କରିହୁଏ,,,,।
ଲାତ ମାରିବାର ଅଭ୍ୟାସ ତ ସନ୍ତାନ ମାନଙ୍କର ମାଆ ପେଟରୁ ହିଁ ଅଛି, ଫରକ ଖାଲି ଏତିକି… ପେଟରେ ଲାତ ଖାଇଲା ବେଳେ ବାପା ମାଆଙ୍କର ଖୁସିର ସୀମା ରୁହେନି ଆଉ ବାର୍ଦ୍ଧକ୍ୟ ଅବସ୍ଥାରେ ଲାତ ଖାଇଲେ ଆଖିରୁ ଲୁହ ଶୁଖେନି ।
ଦୁଃଖ ସହିବା ବାଲା ଆଗକୁ ସୁଖୀ ହୋଇପାରେ କିନ୍ତୁ ଯିଏ ଦୁଃଖ ଦିଏ ସିଏ କେବେ ବି ସୁଖୀ ହୋଇପାରିବ ନାହିଁ ।
କାହାକୁ ଖରାପ କହିବା ଆଗରୁ ଟିକେ ଭାବିନିଅ ତୁମେ ନିଜେ କେତେ ଭଲ ।
ଜୀବନରେ No କହିବା ଶିଖ, ସମସ୍ତଙ୍କୁ ଖୁସି କରିବା ପାଇଁ ସବୁ କଥାରେ Yes – Yes କରିବେ, ଲୋକମାନେ ଫାଇଦା ନେବା ଆରମ୍ଭ କରିବେ ।ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ! ?ଓଡ଼ିଆ ଗଣ ପର୍ବ ରଜ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା – ସତ୍ୟସନ୍ଧାନ ପରିବାର,Stay Home, Stay Safe? ଜୟ ଜଗନ୍ନାଥ,ଜୟ ସୋମନାଥ??
Prev Post
Next Post