ଆଜି କାଲି ଚୁପ୍ ରହିଯିବା ଠିକ୍ କାହିଁକି ନା,,,,,ଲୋକେ ତୁମ ଶବ୍ଦ ଗୁଡିକର ଭୁଲ୍ ଅର୍ଥ ବାହାର କରୁଛନ୍ତି,,,।
ବିଶ୍ବାସ କରିବା ପରେ ଅବିଶ୍ବାସ କରାଯାଏ କିନ୍ତୁ ଅବିଶ୍ବାସ କରିଥିବା ଲୋକଟିକୁ ଆଉ କୌଣସି ପ୍ରକାର ବିଶ୍ବାସ କରି ହୁଏନାହିଁ
ଜୀବନରେ ଏମିତ ଭଲ କାମ କର.. ଯେମିତି ମୃତ୍ୟୁ ସମୟରେ ସ୍ୱୟଂ ଯମରାଜ କହିବେ, ହଜୁର ଆପଣ ମଇଁଷି ପିଠିରେ ବସନ୍ତୁ ମୁଁ ଚାଲି ଚାଲି ଯାଉଛି ।
ମଣିଷ ମାନଙ୍କର ଚିନ୍ତାଧାରା ଏତିକି ତାଙ୍କୁ ଯଦି ପଶୁ କୁହାଯାଏ ରାଗି ଯାଆନ୍ତି,,,,, ଯଦି ସିଂହ କୁହାଯାଏ ଗର୍ବ କରନ୍ତି ।
ଯିଏ Heart ରେ Save ଥାଏ ତାକୁ Mind ରୁ ଯେତେ ଥର Delete କରିଲେ ବି ସେ Automatically Reload ହୋଇଯାଏ ।?ଶୁଭ ସକାଳ?ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଜୟ ଜଗନ୍ନାଥ?
Prev Post
Next Post