ମାନବ ସେବା ହିଁ ମାଧବ ସେବା ମାନବଙ୍କୁ ସେବା କରି ମାଧବଙ୍କୁ ପାଇବା, ମାଧବ ଆମର ନିଜ ବାପା ମାଆ ମନ୍ଦିରକୁ କିଆଁ ଧାଇଁବା !
ଆଶା ହିଁ ସବୁବେଳେ ଦୁଃଖର କାରଣ ପାଲଟିଥାଏ, ସେ ଆଶା ଟଙ୍କା ପାଇଁ ହେଉ କିମ୍ବା ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପାଇଁ ହେଉ।
ନିରବତା ଠାରୁ ଉତ୍ତର ଆଉ କିଛି ବି ନାହିଁ, ଆଉ କ୍ଷମା କରିବାଠୁ ଦଣ୍ଡ ଆଉ କିଛି ବି ନାହିଁ ।
ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସି ଖୁସି ରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ କାରଣ ପ୍ରତିଟି ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଅସ୍ତ ହୁଏ ନାହିଁ ସମସ୍ତଙ୍କ ଜୀବନର ବହୁମୂଲ୍ୟ ଦିନଟିଏ ବି ଅସ୍ତ ହୋଇଥାଏ।
ଅପେକ୍ଷା ପୂର୍ବରୁ ମିଳିବା ଜିନିଷ ତାରValue ହରେଇ ଦେଇଥାଏ,,,,,ଆଉ ଅପେକ୍ଷା ପରେ ମିଳିବା ଜିନିଷ ତାର Important କମି ଯାଇ ଥାଏ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେ ! ଜୟ ଜଗନ୍ନାଥ !
Prev Post
Next Post