ଭୁବନେଶ୍ୱର,୧୧/୧୦(ଏସଏସନିଉଜ)ଆଜି କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ । ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର ହୋଇପାରନ୍ତି । ଗତକାଲି ଜାମିନ ପାଇଁ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ ।ଅନ୍ୟ ପଟେ ଅର୍ଚ୍ଚନା ନାଗ ମାମଲାରେ ସିବିଆଇ ତଦନ୍ତ ଦାବି କଲେ ସ୍ମୃତି ପଟ୍ଟନାୟକ । କହିଲେଏହି ମାମଲାରେ ବଡ଼ବଡ଼ ନେତା, ମନ୍ତ୍ରୀଙ୍କ ସଂପୃକ୍ତି ରହିଛି । ରାକେଟ ପଛରେ ସରକାରୀଦଳ ପ୍ରତ୍ୟକ୍ଷଭାବେ ସଂପୃକ୍ତ ରହିଛି । ତଦନ୍ତରେ ପୁଲିସ ବିଫଳ ହୋଇଥିବାବେଳେ ସଂପୃକ୍ତ ବ୍ୟକ୍ତିଙ୍କ ନାଁ କାହିଁକି ଖୁଲାସା କରୁନି ବୋଲି କହିଛନ୍ତି ।