ଭୁବନେଶ୍ବର:୧୮/୧୧- ଏଣିକି ଭାଇ ଡାକ ମନା !ପ୍ରାଣୀ ସମ୍ପଦ ବିଭାଗରେ ବରିଷ୍ଠ ଅଧିକାରୀଙ୍କୁ ଭାଇ ସମ୍ବୋଧନ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ | ଏହାଦ୍ବାରା ସରକାରୀ କର୍ମଚାରୀ ଆଚରଣ ନିୟମର ଉଲ୍ଲଂଘନ ହେଉଥିବା ସୂଚନା । - Advertisement - 0 528 Share