ଦିଲ୍ଲୀରେ ପ୍ରେସମିଟ୍‌ରେ ବର୍ଷିଲେ ସସ୍ମିତ

ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଦିଲ୍ଲୀରେ ପ୍ରେସମିଟ୍‌ କରି ବର୍ଷିଲେ ସସ୍ମିତ ପାତ୍ର।ସେ କହିଛନ୍ତି
ଆମେ ୭ସାଂସଦ ଶେଷ ନିଶ୍ବାସ ଯାଏ BJD ସହ ଅଛୁ।ଓଡ଼ିଶାବାସୀ ଜାଣନ୍ତି ଆମେ କେବେ BJD ଛାଡ଼ିବୁନି।କିଛି ଗଣମାଧ୍ୟମ ମିଛ ଖବର ପ୍ରସାରଣ କରୁଛନ୍ତି।ଏଭଳି ଖବର ପ୍ରସାରଣରୁ ନିବୃତ୍ତ ନହେଲେ ଆକ୍ସନ ନେବୁ ବୋଲି କହିଛନ୍ତି ସସ୍ମିତ ପାତ୍ର।ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ଫଟୋକୁ ଭୁଲ ଢଙ୍ଗରେ ଉପସ୍ଥାପନା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।

- Advertisement -

Leave A Reply

Your email address will not be published.