ଆଲୋଚନା କଲେ ସରକାର

ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଭୁବନେଶ୍ବର ଗାନ୍ଧି ମାର୍ଗରେ ଚାଲିଛି ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତିବାଦ।୧୨ଦଫା ଦାବିରେ ଧାରଣା ଦେଇଛି ଅଙ୍ଗନବାଡ଼ି ମହିଳା କର୍ମୀସଂଘ।ତେବେ ଅଙ୍ଗନବାଡ଼ି ମହିଳା କର୍ମୀସଂଘର ନାର୍ଯ୍ୟଦାବି ପ୍ରତି ଗୁରୁତ୍ବ ଦିଆନଗଲେ ଧାରଣା ଚାଲୁ ରଖିବାକୁ କହିଛି ସଂଘ।
ତେବେ ସଂଘର ୭ଜଣିଆ ପ୍ରତିନିଧି ଦଳ ଆସି ସରକାରଙ୍କ ସହ ଆଲୋଚନା କରିଛନ୍ତି।

- Advertisement -

Leave A Reply

Your email address will not be published.