ଶ୍ବେତାଶ୍ରୀ ମହାପାତ୍ର ଓଏଏସ୍ ଟପ୍ପର

0 62

ଭୁବନେଶ୍ୱର,୧୯/୧୦(ଏସଏସନିଉଜ)ପ୍ରକାଶ ପାଇଛି ୨୦୨୨ର ଓଏଏସ୍ ରେଜଲ୍ଟ । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ । ଟପ୍ ଟେନ୍‌ରେ ରହିଛନ୍ତି ୫ମହିଳା ଓ ୫ପୁରୁଷ । ସାରା ଓଡ଼ିଶାରେ ଟପ୍ କରିଛନ୍ତି ଭଦ୍ରକର ଶ୍ବେତାଶ୍ରୀ ମହାପାତ୍ର।
ଟପ୍‌ ୧୦ରେ ରହିଛନ୍ତି୧. ଶ୍ବେତାଶ୍ରୀ ମହାପାତ୍ର ୨. ପ୍ରିଙ୍କିଲ ପରବୀନ ପରିଡ଼ା ୩. ଦୀପ୍ତିରଞ୍ଜନ ପତି ତୃତୀୟ୪- ପ୍ରଜ୍ଞା ପାରଙ୍ଗମ୫- ଆଜାଦ ସାହୁ୬- ଦୀପମ ରାଉତ୭- ଦେବବ୍ରତ ଗୌଡ଼୮- ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ୯- କପିଳ କୁମାର ମହାନ୍ତି୧୦- ଅମ୍ରିତା ସାହୁ ।

Leave A Reply

Your email address will not be published.