ଖୋଲୁଛି ରଙ୍ଗିଲା ବାବାଙ୍କ ଗୁମର

0 15

ଭୁବନେଶ୍ୱର,୧୬/୧୦(ଏସଏସନିଉଜ)ଧିରେ ଧିରେ ଖୋଲୁଛି ରଙ୍ଗିଲା ବାବାର ଗୁମର। ସାମ୍ନାକୁ ଆସୁଛି କୈବଲ୍ୟ ଜାନିର କଳା କାରନାମା । ବାବା କିଭଳି ଯୌନ କେଳେଙ୍କାରୀରେ ଲିପ୍ତ ଥିଲା ତାହାର ଚିତ୍ର ସାମ୍ନାକୁ ଆସୁଛି । ଯୌନ ଲାଳସାରେ ଲିପ୍ତ ରହୁଥିଲା, ଏକାଧିକ ଯୁବତୀ, ମହିଳାଙ୍କ ଯୌନ ଶୋଷଣ କରୁଥିଲା। ବ୍ୟବହାର କରୁଥିଲା ଯୌନ ଉଦ୍ଦିପକ ଔଷଦ, ସିଡ୍ୟୁସ୍ ବେଲ୍ଟ । ନିଜ ଆଶ୍ରମରେ ଜିନ୍ସ ପ୍ୟାଣ୍ଟ ପିନ୍ଧି ଏଭଳି କେଲେଙ୍କାରୀରେ ଲିପ୍ତ ଥିଲା କୈବଲ୍ୟ ଜାନି । ସବୁଠୁ ବଡ଼ କଥା ସମସ୍ତଙ୍କ ଅଗୋଚରରେ ଚଳାଇଥିଲା କଳା କାରନାମା । ଆଉ କେହି ବି କିଛି ଜାଣି ପାରୁନଥିଲେ । କିଛି ଦିନ ତଳେ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ କଟକ ତିଗିରିଆର ଏହି ରଙ୍ଗିଲା ବାବାଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.