ପରିବା ବଜାରରେ ନିଆଁ

0 25

ଆସିକା,୧୩/୧୦(ଏସଏସନିଉଜ)ଆସିକା ଲକ୍ଷ୍ମୀ ବଜାରରେ ଥିବା ପରିବା ଦୋକାନରେ ଅଗ୍ନିକାଣ୍ଡ ଘଟି ୧୫ରୁ ଅଧିକ ଦୋକାନ ପୋଡିଯାଇଛି।ଅଗ୍ନିକାଣ୍ଡ ପାଇଁଲକ୍ଷଲକ୍ଷ ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।ଆଜି ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି। ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା, ତାହା ଜଣାପଡ଼ିନାହିଁ।

Leave A Reply

Your email address will not be published.