କୂଅକୁ ଡେଇଁ ପଡ଼ିଲେ ଦୋକାନୀ

0 43

ଭୁବନେଶ୍ୱର,୨୫ା୭(ଏସଏସନିଉଜ) ଘର ପଛପଟ କୂଅକୁ ଡେଇଁ ଜଣେ ଦୋକାନୀଙ୍କ ଆତ୍ମହତ୍ୟା କରିଛନ୍ତି।ଖଲାସିସାହିରେ ଷ୍ଟେସନାରୀଦୋକାନ ବନ୍ଦ ପରେ କୂଅକୁ ଡେଇଁପଡ଼ିଲେ ଦୋକାନୀ।ଲକ୍ଷାଧିକ ଟଙ୍କା ଋଣଭାର ସହି ନପାରି ଆତ୍ମହତ୍ୟା କରିଥିବାରସନ୍ଦେହ କରିଛି ପୋଲିସ।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.