୨୮ରେ ହୀରାକୁଦର ଗେଟ୍ ଖୋଲିବ

0 42

ଭୁବନେଶ୍ୱର,୨୫ା୭(ଏସଏସନିଉଜ) ଉପରମୁଣ୍ଡରେ ଲାଗିରହିଛି ଲଗାଣ ବର୍ଷାାଯାହାଫଳରେ ହୀରାକୁଦର ଜଲଳସ୍ତର ଧିରେଧିରେ ବୃଦ୍ଧିପାଇବାରେ ଲାଗିଛି ।ଏଥିନିମନ୍ତେ ଜୁଲାଇ ୨୮ ପୂର୍ବାହ୍ନ ୯ଟାରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍ ଖୋଲିବାକୁ ଯାଉଛି ।ଗେଟ୍ ଖୋଲିବା ନେଇ ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରାଙ୍କ ସୂଚନା ଦେଇଛନ୍ତି ।ଆସନ୍ତା ୨୮ ତାରିଖ ରବିବାର ହୀରାକୁଦରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବାନେଇ ହୀରାକୁଦ ବନ୍ଧ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.