ରଥପାଇଁ ଆସିଥିଲେ ବାଟୁଳି ଗ୍ୟାଙ୍ଗ

0 46

ଭୁବନେଶ୍ୱର,୧୮ା୭(ଏସଏସନିଉଜ)କମିଶନରେଟ ପୋଲିସ କବଜାରେ ବାଟୁଳି ଗ୍ୟାଙ୍ଗ।୪ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ।ତାମିଲନାଡୁରୁ ଆସି କଟକ ଭୁବନେଶ୍ୱରରେ ଲୁଟ କରୁଥିଲେ।ଟାର୍ଗେଟରେ ଥିଲା ପାର୍କିଂରେଥିବା କାର , ମୋ-ବସ୍ ଓ ଭିଡ଼।ବାଟୁଳି ସାହାଯ୍ୟରେ କାର କାଚ ଭାଙ୍ଗି ଲୁଟୁଥିଲେ ଏହି ଗ୍ୟାଙ୍ଗ।ମୋ ବସ୍‌ରେ ପଶି ମୋବାଇଲ ଲୁଟ୍ କରନ୍ତି।ପୁରୀ ରଥଯାତ୍ରା ପାଇଁ ଭୁବନେଶ୍ୱର ଆସିଥିଲେ ଏହି ଗ୍ୟାଙ୍ଗ।୭ଦିନରେ ଭୁବନେଶ୍ୱରରେ ୨ଟି ଓ କଟକରେ ଗୋଟେ ଲୁଟ୍ କରିଛନ୍ତି।ରଥଯାତ୍ରା ବେଳେ ପୁରୀ ଯାଇଥିଲେ କି ନାହିଁ ତଦନ୍ତ ଚାଲିଛି।

Leave A Reply

Your email address will not be published.