ଉଦଳାରେ ହତ୍ୟା

0 42

ଭୁବନେଶ୍ୱର,୪।୭(ଏସଏସ ନିଉଜ)ଗାଁ ରାସ୍ତାରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। କୁରାଢ଼ୀରେ ବୃଦ୍ଧାଙ୍କୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲା ପଡୋଶୀ। ବଡ଼ସାହି ଥାନା ନିଶ୍ଚିନ୍ତପୁର ଗ୍ରାମରେ ଏହି ଘଟଣା ଘଟିଥିବାବେଳେ ଅଭିଯୁକ୍ତ ପଡୋଶୀକୁ ଗିରଫ କରୁଛି ପୋଲିସ।ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଲା ତାହା ଏବେବି ଅସ୍ପଷ୍ଟ ରହିଛି।

 

Leave A Reply

Your email address will not be published.