ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ପୂର୍ବରୁ ମକ୍‌ଡ୍ରିଲ୍‌

0 58

ବୁର୍ଲା,୬ା୬(ଏସଏସନିଉଜ) ବର୍ଷା ଦିନପୁର୍ବରୁ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ବୁଧବାରଦିନ ଡ୍ୟାମରେ ଏକ ମକଡ୍ରିଲ୍ ହୋଇଥିଲା ।ଏଠାରେ ରହିଥିବା ସମସ୍ତ ୯୮ଟି ଗେଟ୍ ମଧ୍ୟରୁ ୨୧ଟିର ଟିକିନିଖି ଯାଞ୍ଚ କରାଯାଇଥିଲା ।ଏହାସହ ସ୍ପିଲ୍ୱେ ଭିତରେ ଏବଂ ଉପରେ ଥିବା କ୍ରେନ୍, ସମସ୍ତ ଜେନେଟର ଓ ସମସ୍ତ ଯନ୍ତ୍ରାଂଶକୁ ଯାଂଚ କରାଯାଇଥିଲା ।

Leave A Reply

Your email address will not be published.