ଚୌଦ୍ୱାର.୧୨।୪(ଏସଏସ ନିଉଜ)ବିରୂପା ନଦୀରେ ଭାସିଯାଇ ୨ଜଣ ଯୁବକ ମୃତୁବରଣ କରିଛନ୍ତି।ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ
କଟକ ଏସ୍ସିବିକୁ ଅଣାଯାଇଥିଲା।ହେଲେ ଡାକ୍ତର ସେଠାରେ ୨ଜଣ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ।୨ଜଣ ଯୁବକ ଚୌଦ୍ୱାର ଖୋର୍ଦ୍ଧା ସାହିର ହୋଇଥିବା ସୂଚନା ମିକିଛି।

Prev Post
Next Post