ଖାଦ୍ୟ ବାଟିଂଲେ ଅଜିତା ମହିଳା ସଙ୍ଗଠନ

0 357

ଚନ୍ଦକା,୧୨/୫(ଏସ୍‌ଏସ୍‌ନିୟୁଜ)ଲକଡାଉନ ସମୟରେ ଗରିବ ତଥା ଅଭାବି ଲୋକମାନଙ୍କ ପାଖରେ ପହଁଚିଛି ଅଜିତା ମହିଲା ସଙ୍ଗଠନ । ଖାଲି ପହଁଚିନାହିଁ ଯଥାସମ୍ଭବ ସେମାନଙ୍କୁ ସାହାର୍ଯ୍ୟ କରିବା ସହ ମହାମାରୀ କବଳରୁ ରକ୍ଷାପାଇବା ସରାକାରଙ୍କ ନିତୀନିୟମକୁ ମାନି ଚଳିବାକୁ ମଧ୍ୟ ଦଦେଇଛି ପରାମର୍ଶ । ଏହି ପରିପେକ୍ଷୀରେ କଂଟାବାଡ ପଂଚାୟତର ଗୋଡିବାରୀ ମୁଣ୍ଡାସାହିରେ ୨୮୦ଟି ଆଦିବାସୀ ପରିବାରକୁ ସୁଖିଲାଖାଦ୍ୟ ପ୍ରଦାନ କରିଛନ୍ତିା ପ୍ରତିପରିବାରପିଛା ଚାଉଳ,ଡାଲି,ତେଲ,ଆଳୁ ଆଦି ବାଟିଂଛନ୍ତି । ରାଜ୍ୟ ସଭାନେତ୍ରୀ ମୈାସୁମି ମହାପାତ୍ରଙ୍କ ପୈାରହିତ୍ୟରେଅନୁଷ୍ଟିତ ଏହି ବଂଟନ କାର୍ଯ୍ୟକ୍ରମରେ କୈାଶଲ୍ୟା ବଳିୟାରସିଂ ,ପ୍ରମିଳାଭଞ ,ସ୍ମିତାସିଂହ ,ରଶ୍ମିତା ସାମନ୍ତରାୟ, କୁନିସାହୁ ଯୋଗଦେଇ ସହଯୋଗ କରିଥିଲେ ।ସଂଗଠନର ଏହି ସାହାର୍ଯ୍ୟ କରିବାର ଉଦ୍ୟମକୁ ଆଦିବାସୀମାନେ ପ୍ରଂଶସା କରିଥିଲେ ।

 

Leave A Reply

Your email address will not be published.