ନଭେମ୍ବର୨୫ରେ ଧବଳେଶ୍ୱରଙ୍କ ବଡ଼ଓଷା

0 116

ଆଠଗଡ଼,୧୨।୧୦(ଏସଏସନିଉଜ) ପଞ୍ଚକବ୍ରତ ଓ ବଡ଼ଓଷା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଧବଳେଶ୍ୱର ପୀଠରେ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା।ଏଥିରେନଭେମ୍ବର ୨୫ରେ ଧବଳେଶ୍ୱରଙ୍କ ପୀଠରେ
ବଡ଼ଓଷା ପାଳନ ହେବ।୨୫ମଧ୍ୟରାତ୍ରୀରେ ଲାଗିହେବ ଗଜଭୋଗ ଓ ୨୬ଭୋରରେ ବିତରଣ କରାଯିବ।ନଭେମ୍ବର ୨୭ ସକାଳେ ଡଙ୍ଗାଭସା ସହ ସଂପନ୍ନ ହେବ କାର୍ତ୍ତିକ ବ୍ରତ ବୋଲି ନିଷ୍ପତି ହୋଇଛି।

Leave A Reply

Your email address will not be published.