ବିବାହର ପ୍ରତିଶୃତିଦେଇ ଶାରରୀକ ସର୍ମ୍ପକ

ଥାନାରେ ଅଭିଯୋଗ

0 162

ସାକ୍ଷୀଗୋପାଳ,୨୨ା୭(ଏସଏସନିଉଜ) ସତ୍ୟବାଦୀଥାନା ଅଧିନସ୍ଥ ଅଠାଇଶଗ୍ରାମର ଭଗବାନମହାପତ୍ରଙ୍କ ଝିଅ ଲିପ୍ସା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ବଳଙ୍ଗାଥାନା ଅଧରନସ୍ଥ ଉଛୁପୁରଗ୍ରାମର ରୁପକଗୁରୁନାମକ ଯୁବକ ବିବାହର ପ୍ରତିଶୃତିଦେଇ ଶାରରୀକ ସର୍ମ୍ପକ ରଖିଥିଲେ । ବିବାହ କଥା କହିବାରୁ ହତ୍ୟାକରିବାପାଇଁ ଯୋଜନା କରୁଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ ୨୧୮ା୨୩ କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତଆରମ୍ଭ କରିଛି ।ବିବାହର ପ୍ରତିଶୃତିଦେଇ ଗୁରୁୁ ଲିପ୍ସାକୁ ଭୁବନେଶ୍ୱରକୁ ଆଣି ତାର ସାଙ୍ଗଘରେ ରଖି କିଛିଦିନପରେ ନିଜଘର ଉଛୁପୁରକୁ ଆସିଥିଲେ ।ବିବାହ କଥାକହିବାପରେ ଗୁରୁ ସହ ତା ପରିବାର ଲୋକ ଶାରରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ।ଘରୁ ସୁନାଅଳଙ୍କାର ସହ ନଗଦ ଟଙ୍କା ଆଣିବାପାଇଁ ଲିପ୍ସା ଉପରେ ଚାପ ପକାଉଥିଲେ ।ଏଥିପାଇଁ ଲିପ୍ସାକୁ ମଧ୍ୟ ମାରଧର କରୁଥିଲେ ବୋଲି ସେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ମାରଧର ଅସହ୍ୟହେବାରୁ ଲିପ୍ସା ଲୁଚିକରି ତା ପରିବାର ଲୋକଙ୍କୁ ଜନାଇବାପରେ ପରିବାରଲୋକ ଲିପ୍ସାକୁ ଉଦ୍ଧାର କରି ସାକ୍ଷୀଗୋପାଳ ଡାକ୍ତରଖାନାରେ ଚିକିସ୍‌। କରାଇଥିଲେ ।

 

Leave A Reply

Your email address will not be published.