0 162 Share ପିପିଲି,୪।୩(ଏସଏସନିଉଜ) ସ୍କୁଲ ଛାତରୁ ପ୍ଲାଷ୍ଟର ଖସି କିରାଣି ଆହତ ହୋଇଛନ୍ତି।5T ଅନ୍ତର୍ଗତ ସତ୍ୟବାଦୀ ବନ ବିଦ୍ୟାଳୟ ରେଏହି ଅଘଟଣ ଘଟିଛି।ପ୍ଲାଷ୍ଟର ମାଡ଼ରେ କିରାଣିଙ୍କ ମୁଣ୍ଡ ଫାଟିବାରୁ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। 0 162 Share