ଭୁବନେଶ୍ବର:୬/୪(ଏସଏସଏନ୍) କେନ୍ଦ୍ରାପଡାରେ ପ୍ରଥମ କରୋନା ପଜିଟିପ୍ ଚିହ୍ନଟ ହୋଇଛି ।ସେ ମାର୍ଚ୍ଚ ୨୪ରେ ଦୁବାଇରୁ ଆସିଥିଲେ। ତାଙ୍କ ବୟସ ୩୨ ବର୍ଷ । ଏହି ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୪୦ କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।