କଟକ,୧୨/୪(ଏସ ଏସ ନିଉଜ)ମହାନଦୀର ଯୋବ୍ରା ନିକଟରେ ୩ ଜଣ ବୁଡ଼ିଯିବା ଘଟଣାରେ ଆଜି ତୃତୀୟ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଟିମ୍ ।ଏମ୍.ଡି ସାଦିକ୍ଙ୍କ ମୃତଦେହ ଗୁରୁଦ୍ୱାର ନିକଟରୁ ଉଦ୍ଧାର କରାଯାଇଛି।
ରବିବାର ୩ ସାଙ୍ଗ ଗାଧୋଇବାକୁ ଆସି ମହାନଦୀରେ ବୁଡ଼ି ଯାଇଥିଲେ ।

Prev Post
Next Post