ମଟର ସାଇକେଲରୁ ଲକ୍ଷେ ଟଙ୍କାଚୋରୀ

0 223

ସତ୍ୟବାଦୀ,୨୪/୨(ଏସ ଏସ ନିଉଜ)ଚା ପିଇବା ସମୟରେ ଗାଡିର ଡିକିଭାଙ୍ଗି କେହି ଦୁର୍ବୁତ୍ତ ୧ଲକ୍ଷ ଟଙ୍କା ନେଇଯାଇଥିବାର
ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି ।ନୂଅସମେଶ୍ପରପୁର ଗ୍ରାମର ପ୍ରମୋଦ କୁମାର ମିଶ୍ର ପୁରୀ ନିମାପଡା ବ୍ୟଙ୍କ ସାକ୍ଷୀଗୋପାଳ ଶାଖାରୁ ଏକଲକ୍ଷ ଟଙ୍କା ଉଠାଇଥିଲେ । ସାକ୍ଷୀଗୋପାଳ ବଜାରରେ ଏକ ଚା ଦେକାନରେ ଚା ପିଇବା ସମୟରେ କେହି  ଚାଙ୍କ ଗାଡି ଡିକି ଭାଙ୍ଗି ଟଙ୍କା ନେଇ ଯାଇଥିଲେ ।ପୋଲିସ ୬୩/୨୨କେଶନମ୍ବର ରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.