ମାଲକାନଗିରି, ୩୦/୧୨(ଏସଏସନିୟୁଜ) ଡିଏନକେ ସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆର୍.କେ ସୁନା ଗହଣା ଦୋକାନରେ ଜି.ଏସ.ଟି ବିଭାଗ ତରଫରୁ ଚଢାଉ କରାଯାଇଛି । ମାର୍କେଟିଙ୍ଗ ଆନାଲେସିସ୍କୁ ଭିତ୍ତି କରି ଏହି ବ୍ୟବସାୟ ପ୍ରତିଷ୍ଠାନ ଉପରେ ସନ୍ଦେହ ହେବାରୁ ଚଢାଉ କରାଯାଇ ବିଭିର୍ଣ ନଥିପତ୍ର ଜବତ୍ କରାଯାଇଛି ।