ପୁରୀ,୧୨/୧୧(ଏସ ଏସ ନିଉଜ) ପୁରୀ ଓ କେନ୍ଦ୍ରାପଡ଼ାରେ ଜୱାଦ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସି ପହଁଚିଛି।
କେନ୍ଦ୍ରୀୟ ଟିମ୍ ସହ ରାଜ୍ୟର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । ନିମାପଡ଼ାରୁ କ୍ଷୟ କ୍ଷତି ଆକଳନ ଆରମ୍ଭ କରି ୧୧ଟି ବ୍ଲକ୍ର କ୍ଷୟକ୍ଷତି ସମୀକ୍ଷା କରିବ ଟିମ୍।୧ ଲକ୍ଷ ହେକ୍ଟର ଚାଷ ଜମିରେ ଏବେ ବି ରହିଛି ଆଣ୍ଠୁଏ ଉଚ୍ଚର ପାଣି ରହିଥିବାର ଦେଖିବାକୁ ମିଳିଛି।
Prev Post
Next Post