ରିଲାଏନ୍ସ ଫ୍ରେସ୍‌ରେ ଚଢ଼ାଉ

0 461

କଟକ, ୩୦/୧୦(ଏସଏସନିୟୁଜ) କଟକ ମହାନଗର ନିଗମ ପକ୍ଷରୁ ସିନ୍ଥେଟିକ ଅଣ୍ଡା ବିକ୍ରି କରାଯାଉଥିବା ଅଭିଯୋଗ ଆଧାରରେ ଚଢାଉ କରାଯାଇଛି । କନିକା ଛକରେଥିବା ରିଲାଏନ୍ସ ଫ୍ରେସ୍‌ରେ ମଧ୍ୟ ଚଢଉ କରାଯାଇ କିଛି ପରିବା ସହ ଅଣ୍ଡାକୁ ଜବତ କରାଯାଇଛି ।ଚଢଉ ସମୟରେ ଖାଇବା ଉପଯୋଗୀ ନଥିବା ତଥା ନଷ୍ଟ ହୋଇଯାଇଥିବା ଅଣ୍ଡା ଓ ଫ୍ରେସରେ ଥିବା ଖାଦ୍ୟ ଉପଯୋଗୀ ନଥିବା କିଛି ପରିବା କୁ ଜବତ କରାଯାଇଛି ।ତେବେ ଜବତ ଅଣ୍ଡାର ନମୁନାକୁ ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.