ଆଜିର ଅନୁଚିନ୍ତା

ତାରିଖ - ୨୯:୦୯:୨୦୨୧(ବୁଧବାର)

0 245

🦋ପିଠି ସବୁବେଳେ ମଜବୁତ୍ ରଖିବାକୁ ଚେଷ୍ଟା କର କାହିଁକି ନା ସାବାସ୍ ଆଉ ଧୋକା ଦୁଇଟା ଯାକ ପଛ ପଟରୁ ହିଁ ମିଳିଥାଏ ।
🦋କଷ୍ଟ ସହିବାର ଗୋଟେ ନିର୍ଦ୍ଦିଷ୍ଟ ସୀମା ଥାଏ । ଏହି ସୀମା ଟପିଗଲେ ଗୋଟେ ସରଳ, ନିରୀହ ଏବଂ ଦୁର୍ବଳ ମଣିଷ ବି ଭୟଙ୍କର ହୋଇଯାଏ ।
🦋ଜୀବନ ଯୁଦ୍ଧରେ ଜିତିବାର ଏକମାତ୍ର ଚାବି କାଠି ହେଉଛି ନିଜ ଉପରେ ଭରସା ରଖିବା ।
🦋କାହା ହୃଦୟ କେବେ ବିନା କାରଣରେ ଭାଙ୍ଗି ନଥାଏ କି କେବେ କାହା ଆଖୁରୁ ବିନା କାରଣରେ ଲୁହ ଝରିନଥାଏ । ହୃଦୟ ଭାଙ୍ଗିବା ଆଉ ଆଖୁରୁ ଲୁହ ଝରିବା ପଛରେ ସବୁବେଳେ ନିଜ ଲୋକର ହିଁ ହାତ ଥାଏ ।
🦋ଆଜି କାଲି କାହାକୁ ଭଲ Advice ଦେବା ବି ଠିକ୍ ନୁହେଁ କାରଣ ସେ ଭାବିପାରେ ଏଥିରେ କିଛି ମନ୍ଦ Aim ଅଛି ।
🙏ଓଁ ନମଃ ଗଣନାୟକ🙏ଶୁଭ ସକାଳ,ଆଜି ବୁଧବାର ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🌹ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏

Leave A Reply

Your email address will not be published.