ଜବତ୍ ହେଲା ୯୯୦ କେଜି ଗଞ୍ଜେଇ

0 196

ବାଲେଶ୍ୱର, ୧୪/୮(ଏସଏସନିୟୁଜ)ଆଜି ଏସଟିଏଫ୍ ଟିମତ ଚଡାଉ କରି ମଥାନୀ ଛକ ନିକଟରୁ ଗଞେଇଭର୍ତୀଟ୍ରକକୁ ଜବତ କରିବାସହ ଜଣଙ୍କୁ ଗିରଫ କରିଛି । ରାଜ୍ୟ ବାହାର ପଶ୍ଚିମବଙ୍ଗକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଥିବାର ବିଶେଷସୁତ୍ରରୁ ଏସଟିଏଫ୍ ପାଖରେ ଖବର ପହଁଚିଥିଲା । ଏସଟିଏଫ୍ ର ଏକ ସ୍ୱତନ୍ତ୍ର ଟିମ୍ ଖବର ପାଇ ଚଡାଉ କରି ଟ୍ରକ୍ ସମେତ ୯୯୦ କେଜି ଗଞ୍ଜେଇ ଜବତ୍ କରିବାରେ ସଫଳ ହୋଇଛି ।

Leave A Reply

Your email address will not be published.