ବଜ୍ରାପାତରେ ୨୫ଟି ଛେଳି ଓ ମେଣ୍ଡାର ମୃତ୍ୟୁ

0 190

ଭଞ୍ଜନଗର,୮/୭(ଏସଏସନିୟୁଜ)ଏହି ବ୍ଲକ ଅର୍ନ୍ତଗତ ଚଢିଆପଲ୍ଲୀ ଗ୍ରାମରେ ବଜ୍ରପାତରେ ୧୦ଟି ମେଣ୍ଡା୧୫ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଖଲିଆ ଗୈାଡ ନାମକ ବ୍ୟକ୍ତି ଅପରାହ୍ନ ସମୟରେ ୪୯ଟି ଛେଳି ମେଣ୍ଡା ଧରି ନିକଟସ୍ଥ ବିଲମାଳକୁ ଚରାଇବା ପାଇଁ ଯାଇଥିଲା ।ତେବେ ହଠାତ ବର୍ଷା ସହ ବଜ୍ରପାତ ହେବାରୁ ଖଲିଆ ସମସ୍ତ ଛେଳି ମେଣ୍ଡାକୁ ଏକ ଗଛ ମୂଳକୁ ଆଣୁଥିବା ସମୟରେ ୪୯ଟି ଛେଳି ମେଣ୍ଡା ମଧ୍ୟରୁ ୨୫ଟି ବ୍ରଜପାତ ରେ ମୃତ୍ୟୁ ଘଟିଥିଲା ।ଏହି ଘଟଣା ଗ୍ରାମରେ ପହଞ୍ଚବା ପରେ ଗ୍ରାମ ଓ ଆଖପାଖ ଅଞ୍ଚଳରୁ ବହୁ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.