ଆଜିର ଅନୁଚିନ୍ତା

 ତାରିଖ - ୨୨:୦୬:୨୦୨୧(ମଙ୍ଗଳବାର )

0 299

?ଦରକାର ଠାରୁ ଅଧିକ ସମୟ ଆଉ ସମ୍ମାନ ଦେଲେ ମଣିଷ ବଦଳି ଯାଆନ୍ତି —।
?ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ ।
?କ୍ଷମତାର ଗର୍ବରେ ମଣିଷ ନିଜ ଭୁଲ୍ ଠିକ୍ ବିଚାର କରିବା ଦକ୍ଷତା ହରେଇଦିଏ । କିନ୍ତୁ ସବୁ ଚାଲିଗଲା ପରେ ସେ ଯେତେ କ୍ଷମା ପ୍ରାର୍ଥନା କଲେ ମଧ୍ୟ୍ୟ ଭଗବାନ ବି ତାକୁ କ୍ଷମା କରନ୍ତି ନାହିଁ ।
?ଜୀବନରେ ଏମିତି କେବେ ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ , ଯାହାକି ନିଜେ ନିଜ ମୁଣ୍ଡ ତଳକୁ ନୂଆଁଇବାକୁ ବାଧ୍ୟ ହେବେ ।
?କୌଣସି ପୁରୁଷ ଯଦି ନାରୀଙ୍କୁ Respect ଦେଉଛନ୍ତି ବୁଝିବାକୁ ହେବ ସେ ପୁରୁଷ କୌଣସି ଜଣେ ସମ୍ମାନୀୟ ନାରୀଙ୍କ ପୁତ୍ର ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.ଜୟ ଜଗନ୍ନାଥ

Leave A Reply

Your email address will not be published.