କେନ୍ଦୁଝର,୨୮/୧୦(ଏସ ଏସ ନିଉଜ)ଛାତରୁ ଖସିପଡିଲା ସିଲି।ଯାହାଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ।ଘଟଗାଁ ବ୍ଲକ ଢେଙ୍କିକୋଟର 5T ସ୍କୁଲ ସତ୍ୟନାରାୟଣ ବିଦ୍ୟାପୀଠରେ ଏହି ଅଘଟଣ ଘଟିଛି।ଷ୍ଟାଫ୍ କମନ ରୁମ୍ରେ ଶିକ୍ଷକ ଶିକ୍ଷୟିତ୍ରୀ ବସିଥିବା ବେଳେ ଖସିପଡିଥିଲା ସିଲିଂ।

Prev Post
Next Post