୫ଦାଦନ ଶ୍ରମିକକୁ ଉଦ୍ଧାରକଲା ପୋଲିସ

ଖପ୍ରାଖୋଲ,୨୯/୧୦(ଏସଏସ ନିଉଜ)ଖପ୍ରାଖୋଲ ଥାନା ପୁଲିସ ଚଢ଼ଉ କରି ମୋଟର ସାଇକେଲ ରେ ଚାଲାଣ ହେଉଥିବା ୫ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିବା ସହ ଜଣେ ଦଳାଲ ସାନ ଉଡ଼େନ୍ ଗାଁର ଦାଦନ ସର୍ଦ୍ଦାର ଘନଶ୍ୟାମ ଜାଲକୁ ଗିରଫ କରିଛି । ପୁଲିସ ସକାଳେ ପେଟ୍ରୋଲିଙ୍ଗ କରିବା ସମୟରେ ମୋଟର ସାଇକେଲରେ ଯାଉଥିବା କିଛି ଲୋକଙ୍କୁ ଅଟକାଇ ପଚରାଉଚରା କରିବାପରେ ଶ୍ରମିକଙ୍କୁ ଦାଦନଚାଲାଣ କରୁଥିବା ଜାଣିବାକୁ ପାଇଥିଲେ।

- Advertisement -

Leave A Reply

Your email address will not be published.