ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଦକ୍ଷିଣ ଆଣ୍ଡାମାନ ଓ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇଛି।ଏହାର ପ୍ରଭାବରେ ୧୭ ଓ ୧୮ରେ ମେଘୁଆ ପାଗ ସହ ବର୍ଷା ହେବାର ସମ୍ଭାବନା ରହିଛି।
୧୭ରେ ଗଜପତି, ଗଞ୍ଜାମରେ ହାଲୁକା ବର୍ଷା ସମ୍ଭାବନା୧୮ରେ ଗଜପତି, ଗଞ୍ଜାମ ଓ ପୁରୀରେ ହାଲୁକା ବର୍ଷା ରହିଛି।୧୯ରେ ୯ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବାର ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି।
Prev Post
Next Post