୨ ମହିଳାଙ୍କ ଉପରେ ମାଡିଗଲା ପିକଅପ୍

0 196

ବଲାଙ୍ଗିର, ୬/୮(ଏସଏସନିୟୁଜ) ମନ୍ଦିର ଯିବା ବାଟରେ ପିକଅପ୍ଭ୍ୟାନ ୨ ମହିଳାଙ୍କ ଉପରେ ମାଡିଯାଇଛି ।ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।ଏହି ସଡକ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ଦୁର୍ଗା ମନ୍ଦିର ନିକଟରେ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ଗାଡିକୁ ଜବତ କରି ଚାଳକକୁ ଅଟକ ରଖିଛି ।

Leave A Reply

Your email address will not be published.